Latest Odisha News

BREAKING NEWS

Browsing Tag

winter

ଖସୁଛି ପାରଦ; ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ପାଖାପାଖି ୫ ଡିଗ୍ରି…

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା…

ଶୀତ ଲହରି: ୧୫ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଥଣ୍ଡା । ଜାଡ଼ରେ ଥରିଲାଣି ଓଡ଼ିଶା । ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି । ୮ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ୧୧.୨° ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେହିପରି କନ୍ଧମାଳ…

ନଭେମ୍ବର ୨୨ରୁ ଖସିବ ପାରଦ, ବଢିବ ଥଣ୍ଡା; ପାଣିପାଗ ବିଭାଗ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୨୨ ତାରିଖରୁ ତାପମାତ୍ରା ଖସିବ । ଏହାସହ ରାଜ୍ୟରେ ଶୀତର ମାତ୍ରା ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ…

ଶୀତ ଋତୁ ଆରମ୍ଭରୁ ନିଅନ୍ତୁ ନିଜ ପାଦର ଯତ୍ନ

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଦେହ ହାତ ଶୁଷ୍କ ହୋଇଯାଏ। ଦେହହାତ ସହ ଅନେକଙ୍କର ଗୋଇଠି ମଧ୍ୟ ଫାଟିଯାଏ। ଏହାଦ୍ୱାରା ଚାଲିବା ବେଳେ ଦରଜ ହେବା ସହ ରକ୍ତ ମଧ୍ୟ ବାହାରିଥାଏ। ତେବେ ଶୀତ ଆରମ୍ଭରୁ ପାଦର ଯତ୍ନ ନେଲେ ଏଭଳି ସମସ୍ୟା ଉପୁଜେ ନାହିଁ। ସାଧାରଣତଃ ଶୀତଦିନେ…

ଫୁଲବାଣୀରେ ଶୀତର ପହିଲି ଛୁଆଁ

ଫୁଲବାଣୀ: ଶୀତୁଆ ସକାଳ କାକରର ପହିଲି ସ୍ପର୍ଶ । ଫୁଲବାଣୀ ଛୁଇଁଛି ଶୀତ । ଚାରିଆଡ଼େ କୁହୁଡିର ଚାଦର । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଦାର୍ଜିଲିଂ ର…

ଶୀତଦିନେ ହୃଦରୋଗୀ ମାନେ ନିଅନ୍ତୁ ବିଶେଷ ଯତ୍ନ

ଭୁବନେଶ୍ୱର: ଶୀତ ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ।ଏଣୁ ଏହିଦିନରେ ହୃଦ୍‌ରୋଗୀ ମାନେ ବିଶେଷ ଧ୍ୟାନଦେବା ଜରୁରୀ। କିପରି ନେବେ…

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ଦାରିଙ୍ଗବାଡିରେ ପାରଦ ୭.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ଆଜି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୯.୮ ଡିଗ୍ରି ସେଲସିୟସ୍ ରହିଥିଲା । ସେହିପରି…

୨ ଦିନ ମଧ୍ୟରେ ଓଡିଶାରେ ଶୀତ ଆରମ୍ଭ !

ଭୁବନେଶ୍ୱର: ନିକଟରେ ଓଡିଶାରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଏବେ ଛାଡିଯାଇଥିବା ବେଳେ ଧିରେଧିରେ ଶୀତର ଆଗମନ ହେଉଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ ଏନେଇ ସୂଚନା ଦେଇ କହିଛନ୍ତି,…