Latest Odisha News

BREAKING NEWS

Browsing Tag

Youth

ଯୁବପିଢିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା; ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହଁ

ନୂଆଦିଲ୍ଲୀ: ମଦ୍ୟପାନ କରିବା ବା ନିଶାରେ ବୁଡି ରହିବା ଅର୍ଥ 'କୁଲ୍' ନୁହେଁ ଏବଂ ଏହାକୁ ଏଡାଇବା ଉଚିତ୍। ସୋମବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଯୁବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଜିକାଲି ଡ୍ରଗ୍ସ ସେବନ କିମ୍ବା ନିଶାରେ ବୁଡି ରହିବାକୁ…

ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି

ଝାନ୍ସି: ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି। ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାକଡର ଖାଦ୍ୟରେ ଏକ ଝିଟିପିଟି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ଝାନ୍ସିର ବିକେଡି ଛକରୁ ଭେଜ…

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ହତ୍ଯା କରିଥିବା ଭାଇର ଗଲା ଜୀବନ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରା ମାଡ଼ କରି ଫେରାର ହୋଇଯାଇଥିବା ଭାଇର ବସ୍ ଧକ୍କାରେ ଗଲା ଜୀବନ। ମୃତ ଯୁବକ ଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ। ତେବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରାଦ୍ଧ ପୂଜା ପାଇଁ…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ରାଜା ସାକେରଙ୍କ ବିରୁଦ୍ଧରେ ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ରାଜା ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଥିଲେ। ନିଜ ସୋସିଆଲ ମିଡିଆରେ ରାଜା ଏହି ଫଟୋ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ…

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…

ଅଦ୍ଭୁତ ମରଣ ! ଗୋଟିଏ ଛିଙ୍କରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ମଣିଷ ଜୀବନ କ୍ଷଣିକ ମାତ୍ର । କେତେବେଳେ କାହାର ମୃତ୍ୟୁ ଘଟିବ ତାହା କେହି କେବେ ବିଶ୍ବାସ କରିପାରିବେନି  ।  ମୃତ୍ୟୁର କୌଣସି ସମୟ ନଥାଏ । କଥାରେ ଅଛି ମୃତ୍ୟୁର ସମୟ ଆସିଲେ କାଳ କେତେବେଳେ ଆସି ହାତ ଧରି ଟାଣି ନେବ ତାହା କାହାକୁ ଜଣାନଥାଏ  । ତେବେ ଏଭଳି ମୃତ୍ୟୁର ଜ୍ୱଳନ୍ତ…

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…