ଏବେ ବିନା ଇଣ୍ଟରନେଟରେ ୟୁଟ୍ୟୁବରେ ଦେଖିପାରିବେ ସର୍ଟସ
ନୂଆଦିଲ୍ଲୀ: ୟୁଟ୍ୟୁବ ବିଶ୍ବର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ । ୟୁଟ୍ୟୁବ ୟୁଜରମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଗୁଗଲ ସମୟ ସମୟରେ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ୟୁଟ୍ୟୁବ୍ ପ୍ରିମିୟମ୍ ୟୁଜରଙ୍କ ପାଇଁ ପାଞ୍ଚଟି ନୂଆ ଦମଦାର ଫିଚର ଆଣିଛି । ଏହି ଫିଚର ମନୋରଞ୍ଜନକୁ ସହଜ…