Latest Odisha News

BREAKING NEWS

Browsing Tag

Zydus Cadila

ଜାୟଡସ କାଡିଲା ଟିକା; ଡୋଜ୍‌ ପିଛା ଦାମ୍‌ ୩୦୦ ଟଙ୍କା!

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧୀ ଟିକା ZyCov-D ର ମୂଲ୍ୟ ନିର୍ଣ୍ଣୟ ଉପରେ କେନ୍ଦ୍ର ଏବଂ ଜାୟଡସ୍ କ୍ୟାଡିଲା ମଧ୍ୟରେ ଆଲୋଚନା ଚାଲିଛି। ଏହାରି ଭିତରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକାର ମୂଲ୍ୟ ପ୍ରତି ଡୋଜ ପିଛା ୩୦୦ ଟଙ୍କା ରହିପାରେ। ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ…

ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ ପିଲାଙ୍କ ଲାଗି ଟିକା ଯୋଗାଣ!

ନୂଆଦିଲ୍ଲୀ: ସେପ୍ଟେମ୍ବର ବେଳକୁ ଜାଇଡସ୍‌ କାଡିଲା ଟିକା ଯୋଗାଣ ଆରମ୍ଭ ହୋଇପାରେ। ଏ ନେଇ ଜାଇଡସ୍ କାଡିଲା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଶର୍ଭିଲ୍ ପଟେଲ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରୁ ZyCoV-D COVID-19 ଟିକା ଯୋଗାଣ ଆରମ୍ଭ କରିବାକୁ ଔଷଧ…

ଜାୟଡସ୍ କାଡିଲା ଟିକା ‘ଜାୟକୋଭ୍-ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ…

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ…

କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ DCGI ଅନୁମତି ଲୋଡ଼ିଲା ଜାୟଜସ୍ କାଡିଲା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିପାରେ ଆଉ ଗୋଟିଏ କରୋନା ଟିକା । ମହାମାରୀ ବିରୋଧ ଲଢ଼େଇରେ ସାମିଲ ହେବ ଜାୟଡସ୍ କାଡିଲାର କରୋନା ଭ୍ୟାକସିନ୍ । ଜରୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆକୁ (DCGI) ଅନୁମତି ମାଗିଛି ଜାୟଡସ୍ କାଡିଲା । ଭାରତରେ ୫୦ଟି…

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍‌ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଛି। ଫାର୍ମାସ୍ୟୁଟିକାଲ୍…

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ…

ଭାରତରେ କେଉଁ କମ୍ପାନୀ ତିଆରି କରୁଛି କରୋନା ଟିକା, କେବେ ଆସିବ ?

ନୂଆଦିଲ୍ଲୀ: କରୋନାକୁ ମାରିବାକୁ ହେଲେ ଟିକା ହିଁ ଏକମାତ୍ର ଭରସା । ଋଷ୍ ବିଶ୍ୱର ପ୍ରଥମ ଟିକୀ ସ୍ପୁଟନିକ-୫ ନେଇ ଘୋଷଣା କରିଥିବା ବେଳେ ଆମେରିକା, ବ୍ରିଟେନ୍ ଭଳି ଦେଶ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ଷ୍ଟେଜରେ ଚାଲିଛି ଟ୍ରାଏଲ୍ । ମହାମାରୀ କରୋନାକୁ ମାଡ ଦେବା ପାଇଁ ଭାରତରେ…