Latest Odisha News

BREAKING NEWS

ସାଧାରଣ ଲୋକଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ସ୍ଥିତ ଲୋକସେବା ଭବନର ଉଦ୍ୟାନ ଆସନ୍ତା ଜାନୁଆରୀ ୧୧ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ।

ଜାନୁଆରୀ ୧୧ ତାରିଖରୁ ୫ ଦିନ ଯାଏଁ ଏହି ଉଦ୍ୟାନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଜନସାଧାରଣ ୧ ନମ୍ବର ଗେଟ୍‌ ଦେଇ ଉଦ୍ୟାନ ମଧ୍ୟକୁ ଯାଇ ବୁଲି ଦେଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.