Latest Odisha News

BREAKING NEWS

ଆସିଲା ତାରା ଓ ସିଦ୍ଧାର୍ଥଙ୍କ ‘ମସକଲି 2.0’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପୁଣି ଥରେ ଏକାଠି ହୋଇଛନ୍ତି ବଲିଉଡର ହ୍ୟାଣ୍ଡସମ ହଙ୍କ ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ତାରା ସୁତାରିଆ । ଦୁହିଁଙ୍କ ଏକ ନୂଆ ଗୀତ ରିଲିଜ ହୋଇଛି । ଏହାର ନାଁ ରହିଛି ‘ମସକଲି 2.0’ ।

ଏହି ଗୀତରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତଟିକୁ ଗାଇଛନ୍ତି ତୁଲସୀ କୁମାର ଓ ସଚେତ ଟଣ୍ଡନ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗଚି । ଏହି ପୂରା ଗୀତଟି ଗୋଟିଏ ଘର ହିଁ ଭିତରେ ସୁଟ ହୋଇଛି ।
ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତଟି ହେଉଛି ଅଭିଷେକ ବଚ୍ଚନ ଓ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଦିଲ୍ଲୀ-୬’ ରିମିକ୍ସ ଭର୍ସନ ।

Leave A Reply

Your email address will not be published.