ନୂଆଦିଲ୍ଲୀ: କରୋନା ପାଇଁ ଭାରତରେ ଫସି ରହିଥିବା ବିଦେଶୀଙ୍କ ବଢ଼ିବ ଭିସା ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ’ ୩ ଯାଏଁ ଭିସା ଅବଧିକୁ ବୃଦ୍ଧି କରାଯିବ । ଯେଉଁ ବିଦେଶୀ ନାଗରିକ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ସେମାନଙ୍କ ବିନା ଶୁଳ୍କରେ ସରକାର ଭିସା ଅବଧିକୁ ବଢ଼ାଇବେ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ । ମେ’ ୩ ତାରିଖ ପରେ ଲକଡାଉନ୍ ନେଇ ସରକାର ଚୂଡାନ୍ତ ନିଷ୍ପତି ନେବା ପରେ ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିପାରିବେ । ଏ ସମ୍ପର୍କରେ ସମସ୍ତ ସୂଚନା ପାଇଁ ୧୧୨ରୁ କଲ୍ କରିବାକୁ କୁହାଯାଇଛି।
BREAKING NEWS
- ବ୍ରିକ୍ସ ଦେଶରେ ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା: ଚୀନକୁ ଭାରତର ରପ୍ତାନି ୩୯ ପ୍ରତିଶତ ବୃଦ୍ଧି
- ରାହୁଲ ଗାନ୍ଧୀଙ୍କ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରି: ରାଜନୈତିକ ବୟାନବାଜି ଜୋର, ବିଜେପିର ତୀବ୍ର ନିନ୍ଦା
- ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
- ଭୁବନେଶ୍ୱରରେ ଅଭାବନୀୟ ଘଟଣା: ଧାର ନେଇଥିବା ୭ ଲକ୍ଷ ଟଙ୍କା ଫେରାଇଲେନି ସାଙ୍ଗ, ଜୀବନ ହାରିଲେ ଯୁବକ
- ହମିଦ ଅନସାରୀଙ୍କ ବୟାନ ଉପରେ ବର୍ଷିଲା ବିଜେପି; କହିଲା, ‘କଂଗ୍ରେସର ହିନ୍ଦୁ ବିରୋଧୀ ନୀତି ପଦାରେ ପଡ଼ିଲା’
- ୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ
- ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା
- ହସ୍ପିଟାଲରେ ଉତ୍ତେଜନା: ଡାକ୍ତର ଅନୁପସ୍ଥିତି ଅଭିଯୋଗରେ ଭଙ୍ଗାରୁଜା
- ଇଣ୍ଡିଆ ଏ – ଅଷ୍ଟ୍ରେଲିଆ ଏ ସିରିଜ: ଲକ୍ଷ୍ମୀପତି ବାଲାଜୀ ହେଲେ ହେଡ କୋଚ, ଟି. ବିଜୟ ଦଳରେ ସାମିଲ
- ପେଟ୍ରୋଲ୍ ପମ୍ପରେ ବନ୍ଦ ହେବନି ୟୁପିଆଇ କାରବାର: ‘ନୋ ୟୁପିଆଇ ଡେ’ ଗୁଜବକୁ ଖଣ୍ଡନ କଲା ଇଣ୍ଡିଆନ୍ ଅଏଲ୍

Comments are closed.