Latest Odisha News

BREAKING NEWS

ଚଳଚ୍ଚିତ୍ର ‘ ଦ ହ୍ୱାଇଟ୍‌ ଟାଇଗର’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ:  ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ ଦ ହ୍ୱାଇଟ ଟାଇଗର’ର ଟ୍ରେଲର ରିଲିଜ ହୋଇଛି। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରଟି ଅରବିନ୍ଦ ଅଡିଗାଙ୍କ ‘ଦ ହ୍ୱାଇଟ ଟାଇଗର’ ର ଶୀର୍ଷକ ୨୦୦୮ର ଉପନ୍ୟାସ ଉପରେ ଆଧାରିତ। ଟ୍ରେଲରକୁ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମରେ ଏକ ସାମାଜିକ ଭେଦଭାବକୁ ପ୍ରଦର୍ଶନ କରାଯାଇଛି। ଟ୍ରେଲର ଅନୁଯାୟୀ ଦ ହ୍ୱାଇଟ ଟାଇଗର’ ମୁଖ୍ୟତଃ ଦାରିଦ୍ର, ଜାତି, ଧର୍ମ, ରାଜନୀତି, ଦୁର୍ନୀତି ଉପରେ ମନ୍ତବ୍ୟ ଦିଆଯାଇଛି।

Leave A Reply

Your email address will not be published.