Latest Odisha News

୩ ଦିନ ପାଇଁ ଏହି ଜିଲ୍ଲାରେ ଲାଗୁ ହେଲା ସଟଡାଉନ କଟକଣା

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ ରଖାଯିବ। ତେଜରାତି, ପାରିବା, କ୍ଷୀର ଆଦି ଅତ୍ୟାବଶ୍ୟକୀୟ ଦୋକାନ ଗୁଡିଲ ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟକିଛି ଦୋକାନ ଯେଭଳି ବିହନ, ସାର ଭଳି କୃଷି ଜାତୀୟ ଦୋକାନ ଦିନ ୧ ଟା ଯାଏଁ ଖୋଲା ରହିବ ବୋଲି ସୂଚନା ମିଳିଛି। ଗତକାଲି ଜିଲ୍ଲାରି ୧୦ ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏଭକି ନିଷ୍ପତ୍ତି ନିଆଯାଇଛି।

ବରଗଡ଼ରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ ରହିଥିବା ବେକେ ସେମାନଙ୍କ ମଧ୍ୟରୁ ୩୪୦ ଜଣଙ୍କ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.