Latest Odisha News

BREAKING NEWS

Browsing Tag

IMD

ପଶ୍ଚିମା ଝଡ ପ୍ରଭାବରେ ବଢିବ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପରିମାଣ । ପଶ୍ଚିମା ଝଡ ପ୍ରଭାବରେ ଗତ ଦୁଇଦିନ ଧରି କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଏହାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ଅରେଞ୍ଜ…

ତାତୁଛି ଫେବ୍ରୁଆରୀ, ଚାଷୀଙ୍କ ଲାଗି ପାଣିପାଗ ବିଭାଗ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଉତ୍ତରଭାରତ ସହ ଦେଶର ଅଧିକାଂଶ ଅଞ୍ଚଳରେ ଫେବ୍ରୁଆରୀରୁ ଆରମ୍ଭ ହୋଇ ଯାଇଛି ଗରମ । ପାଣିପାଗ ବିଭାଗ ଅନୁସାରେ, ଗୁଜରାଟ, ରାଜସ୍ଥାନ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ସର୍ବାଧିକ ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି । ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ…

ଆଇଏମଡିର ପୂର୍ବାନୁମାନ: ଆସିପାରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଜାନୁଆରୀ ୨୭ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD)  ଅନୁମାନ କରିଛି । ଆଇଏମଡି ସୂଚନା ଅନୁଯାୟୀ, ପୂର୍ବ…

ଆଉ ତିନି ଦିନ ଥରାଇବ ଜାଡ଼, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ତିନି ଦିିନ ଜାଡରେ ଥରିବ ରାଜ୍ୟ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । ବାୟୁ ମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହରେ…

୨୨ ପରେ ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା…

[ଦେଖନ୍ତୁ ଭିଡିଓ] ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା କଲା ପାଣିପାଗ ବିଭାଗ । ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ…

ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ

ଭୁବନେଶ୍ବର:ପାଣିପାଗ ବିଭାଗର ସତର୍କ ସୂଚନା। ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ । ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର…

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛନ୍ତି । ଏ ସକାଶେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପୁରୀକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,…

ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ରଜରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜରେ ଓଡ଼ିଶା ମୌସୁମୀ ବର୍ଷାରେ…

ଜୁନ ୧୬ ଯାଏଁ ତାତିରୁ ନାହିଁ ନିସ୍ତାର: ଆଇଏମଡି

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ ପନ୍ଦର ଦିନ ମଧ୍ୟରେ ମୌସୁମୀ ଛୁଇଁବା କଥା । ହେଲେ ସାରା ଦେଶରେ ଏବେ ବି ଅସହ୍ୟ ଗରମ ଜାରି ରହିଛି। ଏହାରି ଭିତରେ ରଜ ପରେ ଅର୍ଥାତ ଜୁନ୍…