Latest Odisha News

BREAKING NEWS

ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଭାଗରେ ରେଳ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବନ୍ଦ ରହିଛି । ତେବେ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ରେଲୱେ ଷ୍ଟେସନରେ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଥିବା ବେଳେ ରେଳବାଇ ପକ୍ଷରୁ କେତେଗୁଡିଏ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଓ ଆଉ କେତେଗୁଡିଏ ଟ୍ରେନକୁ ଆଶିଂକ ବାତିଲ କରାଯାଇଛି ।

ବାତିଲ ଟ୍ରେନର ତାଲିକା –

  1. ୧୮୪୭୮- ହରିଦ୍ୱାର-ପୁରୀ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ – ୦୭.୦୫.୨୦୧୯ ତାରିଖ ଦିନ
  2. ୮୨୬୧୪- ଚେନ୍ନାଇ-ସନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍ – ୦୮.୦୫.୨୦୧୯ ତାରିଖ ଦିନ
  3. ୧୨୮୭୫- ନୀଳାଚଳ ଏକ୍ସପ୍ରେସ୍ – ୦୭.୦୫.୨୦୧୯
  4. ୨୨୮୩୬- ପୁରୀ-ସାଲିମାର୍ ଏକ୍ସପ୍ରେସ୍ – ୦୭.୦୫.୨୦୧୯
  5. ୨୨୮୩୫- ସାଲିମାର୍-ପୁରୀ ଏକ୍ସପ୍ରେସ୍ – ୦୮.୦୫.୨୦୧୯
  6. ୨୨୮୭୨- ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ୍ – ୦୬.୦୫.୨୦୧୯
  7. ୧୮୪୭୭- ପୁରୀ-ହରିଦ୍ୱାର, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ – ୦୭.୦୫.୨୦୧୯

ଆଶିଂକ ଭାବେ ବାତିଲ ହୋଇଥିବା ଟ୍ରେନ୍ ତାଲିକା :-

ନିମ୍ନଲିଖିତ ଟ୍ରେନ୍ ଗୁଡିକ ସମ୍ବଲପୁର ଷ୍ଟେସନରୁ ଛାଡିବାର ଥିଲା-

  1. ୧୨୧୪୫- ଲୋକମାନ୍ୟ ତିଲକ୍-ପୁରୀ (ସାପ୍ତାହିକ ଟ୍ରେନ୍), ୦୫.୦୫.୨୦୧୯ ଦିନ ମୁମ୍ବାଇରୁ ଛାଡି ସାରିଛି ।
  2. ୧୨୧୪୬- ପୁରୀ-ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍ – ୦୭.୦୫.୨୦୧୯ ଦିନ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବ ।

ନିମ୍ନଲିଖିତ ଟ୍ରେନ୍ ଗୁଡିକ ସ୍ୱଳ୍ପ ସମୟ ଲାଗି ଖୋର୍ଦ୍ଧା ରୋଡରେ ଅଟକିବ-

  1. ୧୭୪୮୦- ତିରୁପତି-ପୁରୀ ଏକ୍ସପ୍ରେସ୍ – ତିରୁପତିରୁ ମେ’ ୦୭.୦୫.୨୦୧୯ ଦିନ ଛାଡିବ ।
  2. ୧୫୬୪୦- କାମାକ୍ଷା-ପୁରୀ ଏକ୍ସପ୍ରେସ୍ – କାମାକ୍ଷାରୁ ମେ’ ୦୫.୦୫.୨୦୧୯ ଦିନ ଛାଡି ସାରିଛି ।
  3. ୧୨୮୨୧- ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍ – ଧଉଳିରୁ ୦୭.୦୫.୨୦୧୯ ଦିନ ଛାଡିବ ।
  4. ୧୨୮୦୨-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ – ନୂଆଦିଲ୍ଲୀରୁ ୦୫.୦୫.୨୦୧୯ ଦିନ ଛାଡି ସାରିଛି ।
  5. ୧୮୪୫୧- ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍ – ହଟିଆରୁ ୦୬.୦୫.୨୦୧୯ ଦିନ ଛାଡି ସାରିଛି ।
  6. ୧୮୪୨୬- ଦୁର୍ଗ-ପୁରୀ ଏକ୍ସପ୍ରେସ୍ – ଦୁର୍ଗରୁ ୦୬.୦୫.୨୦୧୯ ଦିନ ଛାଡି ସାରିଛି ।
  7. ୧୮୩୦୩- ସମ୍ବଲପୁର-ପୁରୀ ଇଣ୍ଟରସିଟି – ସମ୍ବଲପୁରରୁ ୦୭.୦୫.୨୦୧୯ ଦିନ ଛାଡି ସାରିଛି ।
  8. ୧୨୮୩୭- ହାୱଡା-ପୁରୀ ଏକ୍ସପ୍ରେସ୍ –ହାୱଡାରୁ ୦୬.୦୫.୨୦୧୯ ଦିନ ଛାଡି ସାରିଛି ।
  9. ୧୮୪୦୯- ହାୱଡା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ – ହାୱଡାରୁ ୦୬.୦୫.୨୦୧୯ ଦିନ ଛାଡି ସାରିଛି ।

ନିମ୍ନଲିଖିତ ଟ୍ରେନ୍ ଗୁଡିକ ପୁରୀ ଷ୍ଟେସନ୍ ବଦଳରେ ଖୋର୍ଦ୍ଧା ରୋଡରୁ ମେ’ ୭ ତାରିଖ ଦିନ ଯାତ୍ରା ଆରମ୍ଭ କରିବ ।

  1. ପୁରୀ-କାମାକ୍ଷା ଏକ୍ସପ୍ରେସ୍ (୧୫୬୩୯)
  2. ପୁରୀ-ହାୱଡା ଧଉଳି ଏକ୍ସପ୍ରେସ୍ – (୧୨୮୨୨)
  3. ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ (୧୨୮୦୧)
  4. ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ୍ (୧୮୪୫୨)
  5. ପୁରୀ-ଦୁର୍ଗ ଏକ୍ସପ୍ରେସ୍ (୧୮୪୨୫)
  6. ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (୧୮୩୦୪)
  7. ପୁରୀ-ହାୱଡା ଏକ୍ସପ୍ରେସ୍ (୧୨୮୩୮)
  8. ପୁରୀ-ହାୱଡା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ (୧୮୪୧୦)
  9. ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍- (୧୨୮୪୩)

ପୁନଃ ନିର୍ଦ୍ଧାରିତ ହୋଇଥିବା ଟ୍ରେନର ତାଲିକା-

  1. ୧୨୮୯୮- ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ (ଭୁବନେଶ୍ୱରରୁ ମେ’ ୦୭.୦୫.୨୦୧୯ ଦିନ ୧୨ଟା ବେଳେ ଛାଡିବା ପରିବର୍ତ୍ତେ ଏହା ମେ’ ୦୮.୦୫.୨୦୧୯ ତାରିଖ ରାତି ୧ଟା ବେଳେ ଛାଡିବ ।)
  2. ୧୮୪୪୭- ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ଜୁନାଗଡ ଲିଙ୍କ୍ ଏକ୍ସପ୍ରେସ୍ (୧୮୪୩୭) -(ଏହା ଭୁବନେଶ୍ୱର ୦୭.୦୫.୨୦୧୯ ତାରିଖ ପରିବର୍ତ୍ତେ ମେ’ ୦୮.୦୫.୨୦୧୯ ଦିନ ଛାଡିବ ।)
  3. ୨୨୮୮୨- ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ୍ –(୦୭.୦୫.୨୦୧୯ ରାତି ୧୧ଟା ୨୪ମି. ବେଳେ ଭୁବନେଶ୍ୱର ଛାଡିବ ।)
Leave A Reply

Your email address will not be published.