Latest Odisha News

BREAKING NEWS

Browsing

Video

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି। ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି।…

ବିହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରଜେଡି-ଜେଡିୟୁ ମେଣ୍ଟ ବିବାଦକୁ ଇସାରା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତେଜସ୍ୱୀ ଯାଦବ ୨୦୨୩ରେ ବିହାରରେ ମୁଖ୍ୟମନ୍ତ୍ରୀ ହେବେ। ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ଆରଜେଡି ବିହାର ସଭାପତି ଜଗଦାନନ୍ଦ ସିଂ ଦାବି କରିଛନ୍ତି ଯେ ୨୦୨୨ ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ। ଜଗଦାନନ୍ଦ ସିଂ କହିଛନ୍ତି ଯେ…

ପିଏଫଆଇ ପରେ ଆରଏସଏସକୁ ବ୍ୟାନ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାରୁ ଫୁଲହାରୀ ସରିଫ ଆତଙ୍କୀ ମଡ୍ୟୁଲ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାପରେ ଧୀରେ ଧୀରେ ତଦନ୍ତ ହେବାରୁ ଫୁଲୱାରୀ ସରିଫର ମିଶନ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା ଥିବା ସାମ୍ନାକୁ ଆସିଥିଲା। ସେହିପରି ୧୨ ଜୁଲାଇରେ…

ଟିଆରପି ଘୋଟାଲା: ରିପବ୍ଲିକ ଟିଭି ବାବଦରେ ଏପରି କହିଲା ଇଡି

ମୁମ୍ବାଇ: ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଇଡି ଦାବି କରିଛି ଯେ ଟିଆରପି ସ୍କାମରେ ରିପବ୍ଲିକ ଟିଭି ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଚାର୍ଜସିଟରେ ଇଡି କହିଛି ଯେ ଏହି ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଏହାଠାରୁ ଭିନ୍ନ ଥିଲା। ଇଡି ଏହା ମଧ୍ୟ…

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ…

ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି

ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି। ରାଷ୍ଚ୍ରପତି ନିର୍ବାଚନରେ…

ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ…

ଛାତ୍ରୀଙ୍କ ହଷ୍ଟେଲ ଶୌଚାଳୟରେ କିପରି ହେଉଥିଲା ଭିଡିଓ ସୁଟିଂ? ଦେଖନ୍ତୁ ଶୌଚାଳୟର ଚିତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀଙ୍କ ହଷ୍ଟେଲରୁ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ଘଟଣାରେ ନୂଆ ମୋଡ଼। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏବେ ୭  ଦିନିଆ ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ଏସଆଇଟି ଟିମ୍ ମଧ୍ୟ ତଦନ୍ତ କରୁଛି । ତେବେ କିପରି ଶୌଚାଳୟ…

ଅର୍ପିତାଙ୍କ ଦେଢ କୋଟିର ଏଲଆଇସି ପ୍ରିମିୟମ ଦେଉଥିଲେ ପାର୍ଥ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଆଉ ଏହି ଚାର୍ଜଶିଟରେ ତଦନ୍ତକାରୀ ସଂସ୍ଥା ଯେଉଁ ତଥ୍ୟ ଉପସ୍ଥାପନ କରିଛି ଯଦି ତାହା ସତ ବୋଲି କୋର୍ଟରେ ପ୍ରମାଣିତ ହେବ ତାହେଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ…

ଝାରସୁଗୁଡ଼ାରେ ବାଇପାସ ରାସ୍ତା ପାଇଁ ୫୮୭ କୋଟି ମଞ୍ଜୁର

ଝାରସୁଗୁଡା: ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦାବି ହେଉଥିଲା। ଏବେ ଏହି ବାଇପାସ ରୋଡ୍ ପାଇଁ ଅନୁମତି ମିଳିଛି। ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ଠାରେ ଭାୟା ତାଳପଟିଆ ଦେଇ ରାସ୍ତା ତିଆରି କରିବାକୁ…