ଭୁବନେଶ୍ୱର: ସାରା ଦେଶରେ କରୋନା କାୟା ବିସ୍ତାର କରିଛି । ଏଥିଯୋଗୁଁ ସବୁ କିଛି ପ୍ରଭାବିତ ହୋଇଛି । ପିଲାଙ୍କ ପାଠ ପଢ଼ା ମଧ୍ୟ ଏଥିରୁ ବାଦ୍ ପଡିନି । ତେବେ ଦେଶରେ ଅନ୍ଲକ୍-୪ ଲାଗୁ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ସବୁ ନିୟମ କୋହଳ ହୋଇ ନାହିଁ । ତେବେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ୟୁଜି ଓ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ରେଭେନ୍ସାରେ ୟୁଜି ଓ ପିଜି ପରୀକ୍ଷା ଅନ୍ଲାଇନ୍ରେ ହେବ । ଏନେଇ ରେଭେନ୍ସା କୁଳପତି ଇଶାନ ପାତ୍ର ସୂଚନା ଦେଇଛନ୍ତି ।
BREAKING NEWS
- ଶନିବାର ସକାଳୁ ଥରିଲା ଶିମଲା, ୪.୧ ତୀବ୍ରତାର ଭୂମିକମ୍ପ
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…

Comments are closed.