ଭୁବନେଶ୍ୱର : ଫେବୃଆରୀ ୧୨ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁର୍ବାଂଚଳ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ଶାହ । ଏହା ବ୍ୟତୀତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
BREAKING NEWS
- ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର: ହାଇକୋର୍ଟ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
- ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ବୟଫ୍ରେଣ୍ଡ ଭୀମସେନକୁ ନେଲା ପୋଲିସ
- କଲ୍ୟାଣସିଂହପୁର ପିଲା ଚୋର ବର୍ବର କାଣ୍ଡ; ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
- ପ୍ରତାପ ଜେନାଙ୍କୁ ‘ମୁଖ୍ୟ ଖଳନାୟକ’ କହି ବର୍ଷିଲେ ରମାକାନ୍ତ, ସାରଦାଙ୍କ ଚାଲେଞ୍ଜକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା!
- ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଓହରିଲେ ନୀତିଶ, ସାମିଲ ହେଲେ ଏହି ଖେଳାଳି
- RBIର ବଡ଼ ପଦକ୍ଷେପ, ବ୍ୟାଙ୍କିଂ ସିଷ୍ଟମରେ ୧.୪୧ ଲକ୍ଷ କୋଟି ଟଙ୍କା! ଜାଣନ୍ତୁ ସାଧାରଣ ଲୋକଙ୍କୁ କିପରି ମିଳିବ ଫାଇଦା?
- ଶୋଇବା ଘରେ ବିଷଧର ସାପ, ଉଦ୍ଧାର ହେଲା ୨୩ ନାଗ ଛୁଆ
- ହୋଟେଲର ଅଇଁଠା ପତ୍ର ତଳେ ଲୁଚିଥିଲା ଆଇପିଏସ୍ ହେବାର ସ୍ୱପ୍ନ: ଜୁଆଙ୍ଗ ପୁଅର ଭାଗ୍ୟ ବଦଳାଇଲା ପ୍ରଶାସନର ଗୋଟିଏ ନିଷ୍ପତ୍ତି!
- ପନ୍ତଙ୍କ ବଡ ନିଷ୍ପତି କମ ଦାମରେ ଗଲେ ଦିଲ୍ଲୀ

Comments are closed.