ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାର । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି ।
ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟା କରାଇବାକୁ ଅପିଲ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ଏଥିସହ କୋଭିଡ୍ ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି ।
आज मेरी #Covid_19 टेस्ट की रिपोर्ट POSITIVE आई है और मेने अपने आप को घर में क्वॉरेंटाइन कर लिया है।
आप सभी लोगों से निवेदन है कि जो भी व्यक्ति बीते कुछ दिनों में मेरे संपर्क में आए हैं वो अपना #Covid टेस्ट करवाएं और कोरोना के बचाव के नियमों का पालन करें।— Dr.Bharati Pravin Pawar (@DrBharatippawar) January 6, 2022


Comments are closed.