Latest Odisha News

ପ୍ରୟାଗରାଜ ହୋଟେଲରୁ ଡେପୁଟି ସିଏମଓଙ୍କ ମୃତଦେହ ଉଦ୍ଧାର; ହତ୍ୟା ନ ଆତ୍ମହତ୍ୟା ଜଣାପଡିନି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରୁ ଉଦ୍ଧାର ହୋଇଛି ଡେପୁଟି ସିଏମଓ ଡା ସୁନୀଲ କୁମାର ସିଂହଙ୍କ ମୃତଦେହ ।  ସୁନୀଲଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

BjdElectrycity

ସୁନୀଲ ବନାରସର ବାସିନ୍ଦା ଥିଲେ । ସେ ଏଠାରେ ବିଠଲ ନାମକ ଏକ ହୋଟେଲରେ ରୁମ ନଂ ୧୦୬ରେ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।

 

 

Leave A Reply

Your email address will not be published.