ଜ୍ଞାନପୀଠ ବିଜେତା ବିଶିଷ୍ଟ ଓଡ଼ିଆ କବି ସୀତାକାନ୍ତ ମହାପାତ୍ର ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜର ଶୀର୍ଷ ସମ୍ମାନ “ଉତ୍କଳ ରତ୍ନ” ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ଜୁନ 9 ତାରିଖ ସନ୍ଧ୍ୟାରେ କଟକ ସ୍ଥିତ ଶତାବ୍ଦୀ ଭବନରେ ଅନୁଷ୍ଠାନର ବାର୍ଷିକ ସମାବର୍ତ୍ତନ ଉତ୍ସବରେ କବିଙ୍କୁ ତାମ୍ରପତ୍ର, ରୌପ୍ୟ ସ୍ମାରକ ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯିବ ବୋଲି ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏବଂ ସଂଗଠନ ସମ୍ପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି!
BREAKING NEWS
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ
- ପିଲାଙ୍କୁ ସୁନା ମୁଦି ଦେବେ ସରକାର…
- Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ ଶାନ୍ତି
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା
- ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ
- BRICS Summit: ସଜେଇ ହେଉଛି ଦିଲ୍ଲୀ, ଆସିବେ ବିଶ୍ୱର ବଡ଼ ବଡ଼ ନେତା! BRICS ସମ୍ମିଳନୀ ପାଇଁ ରାଜଧାନୀରେ ହାଇଆଲର୍ଟ ସୁରକ୍ଷା
- ୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ
- Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ ସବୁ ଲାଇମଲାଇଟ୍!
- Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…
- କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Comments are closed.