Latest Odisha News

BREAKING NEWS

ପୁଣି ବିଗିଡିଲା ଗାୟିକା ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା , ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଭର୍ତି

ମୁୁମ୍ବାଇ : ଗାୟିକା ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୁଣି ଅବନ୍ନତି ,ହସ୍ପିଟାଲରେ ଭର୍ତି । ଲତା ମଙ୍ଗେସରକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରୀ ଖରାପ ହୋଇଯାଇଛି ।ସେ ଏବେ ଭେଣ୍ଟିଲେଟରରେ ପୁନର୍ବାର ଭର୍ତ୍ତି ହୋଇଛନ୍ତି ଡାକ୍ତର ସୂଚନା ଦେଇଛନ୍ତି । ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ପୁଣି ଥରେ ଭର୍ତି କରାଯାଇଛି ବୋଲି ଡାକ୍ତର ପ୍ରତୀଥ ସମଦାନୀ ସୂଚନା ଦେଇଛନ୍ତି ।

BjdElectrycity

ସେ ଏବେ ଗୁରୁତର ଅଛନ୍ତି ।ତାଙ୍କୁ ପୁରା ଅବଜରବେସନରେ ରଖାଯାଇଛି । ଡାକ୍ତରଙ୍କ ତତ୍ୱାବଧାରେ ରହିବେ ଲତା ମଙ୍ଗେଶକର । ଆଇସିୟୁ ଭିତରେ ଭେଣ୍ଟିଲେଟରରେ ୨୪ ଘଣ୍ଟିଆ ଅବଜରବେସନରେ ରହିଛନ୍ତି ଲତା । ସେପଟେ ଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ବେଳେ , ସେ ଶ୍ରୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଫ୍ୟାନ ମାନେ ପ୍ରାର୍ଥନା କରିଛନ୍ତି ।

 

Comments are closed, but trackbacks and pingbacks are open.