ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ ।
ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀ ରେ ଯାହା କି ଶୀତଳ ଷଷ୍ଠୀ ନାମରେ ପରିଚିତ ଏହି ଦିନରେ ମହାଦେବଙ୍କ ଗୁଆଲି ଯାତ୍ରା ହୋଇଥାଏ ।
BREAKING NEWS
- ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି
- ଗାଁ ଉପରେ ଆତଙ୍କବାଦୀ ଆକ୍ରମଣ: ୩୩ ଜଣଙ୍କୁ କଲେ ହତ୍ୟା, ଅନେକ ଘର ପୋଡ଼ି ଦେଲେ
- ସାଇବର ଅପରାଧ ନେଟ ୱର୍କର ପର୍ଦ୍ଦାଫାଶ, ଜଣେ ଅନ୍ତରାଷ୍ଟ୍ରୀୟ ସାଇବର ଠକ ଗିରଫ
- PG Medical Seats in Odisha:ରାଜ୍ୟରେ ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍;ଏହି ସବୁ ନୂଆ କଲେଜରେ ଆରମ୍ଭ ହେବ ପାଠ୍ୟକ୍ରମ
- ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ଘରକୁ ଘର ସର୍ଭେ ଅବଧି;୧୫ ଦିନ ପାଇଁ ବଢ଼ିଲା
- ଦଶମ ଏବଂ ଦ୍ବାଦଶ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ତାରିଖ ଘୋଷଣା
- ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା;ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କେନ୍ଦୁଝରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ
- କେନିଆରେ ଭୟଙ୍କର ନରସଂହାର ମାମଲା : ୧୯୦ ଶିଶୁଙ୍କୁ ଭୋକରେ ମାରିଥିବା ଧର୍ମ ଗୁରୁ ମୁଖ୍ୟକୁ ୨୦୦ ବର୍ଷ ଜେଲଦଣ୍ଡ
- ଭାରତର ବଢିଲା ଚିନ୍ତା;ବାଂଲାଦେଶକୁ ଚୀନ୍ ଯୋଗାଇବ ଯୁଦ୍ଧ ବିମାନ,ପାକିସ୍ତାନ ଦେବ ଉଡ଼ାଣ ପ୍ରଶିକ୍ଷଣ
Comments are closed.