ତାଳଚେର : ତାଳଚେର କଣିହାଁ ଥାନା କଂସମୁଣ୍ତା ଗାଁରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଂସାମୁଣ୍ଡା ଗାଁର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ । ଆଜି ବର୍ଷା ପବନ ଆସିବା ପରେ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ମାଳତୀ । କିନ୍ତୁ ଏହି ସମୟରେ ମାଳତୀଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
BREAKING NEWS
- ନୋ-ଫ୍ଲାଇଂ ଜୋନ୍ ହେଲା ହୀରାକୁଦ ଡ୍ୟାମ୍
- ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ
- ଏୟାର ଷ୍ଟ୍ରାଇକ ପରେ ଆକ୍ଟିଭ କୁଏତ୍ ଏୟାର ଡିଫେନ୍ସ ସିଷ୍ଟମ୍…
- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ
- ତୀରବିଦ୍ଧ ଯୁବକଙ୍କୁ ନୂଆ ଜୀବନ ଦେଲେ କିମ୍ସ ଡାକ୍ତର
- ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା;ମାର୍ଚ୍ଚ ୨୦୨୭ ସୁଦ୍ଧା ହେବ ୨୨୦୦ ସ୍କୁଲ ନିର୍ମାଣ
- ବାଲେଶ୍ୱର ପୌରାଞ୍ଚଳରେ ଜଣ୍ଡିସ୍ ଆତଙ୍କ: ପାଇପ୍ ପାଣି ଯୋଗୁଁ ସଂକ୍ରମଣ ବଢୁଥିବା ସନ୍ଦେହ
- ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଅଣ-ପଞ୍ଜୀକୃତ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଚେତାବନୀ
- ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ;ଫୋକସରେ ପୌର ନିର୍ବାଚନ
Comments are closed.