Latest Odisha News

ଭୁବନେଶ୍ବରରେ ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥତ ଏକ ଘର ମଧ୍ୟରୁ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ମୃତକଙ୍କ ନାମ ଦୀପାଳି ପ୍ରିୟଦର୍ଶୀନୀ ଜେନା ହୋଇଥୀବା ବେଳେ ସେ ନିଜ ମା’ ଓ ଦୁଇ ଭଉଣୀଙ୍କ ସହ ରହୁଥୀଲେ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

ତେବେ ତାଙ୍କୁ ହତ୍ୟା କରାଯାଇଥୀବା ନେଇ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.