୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ।
BREAKING NEWS
- ରାଜଧାନୀର ଏକାଧିକ ମେଡିସିନ୍ ଦୋକାନରେ ଯାଞ୍ଚ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍
- ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି
- Father’s Property: କ’ଣ ବାପାଙ୍କ ଅନ୍ତେ ବଡ ପୁଅ ଭାଗକୁ ଯିବ ଅଧିକ ସମ୍ପତ୍ତି? କ’ଣ କହୁଛି ନିୟମ…
- ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ
- NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…
- VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା ବିରୋଶଙ୍କ ଭିଡିଓ!
- ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି
- ଦିଲ୍ଲୀର ନୂଆ ପ୍ରତିବାଦ ସ୍ଥାନ ରାମଲୀଳା ମୈଦାନ; ଦିନକୁ ଭଡ଼ା ୧.୨୧ ଲକ୍ଷ..
- MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ
- PM’s New Development Vision: ବ୍ଲୁମ୍ବର୍ଗ ଫୋରମ୍ରେ ମୋଦୀଙ୍କ ବଡ଼ ବାର୍ତ୍ତା, ବିଶ୍ୱକୁ ଦେଖାଇଲେ ବିକାଶର ନୂଆ ରାସ୍ତା!


Comments are closed.