Latest Odisha News

BREAKING NEWS

୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ।

ଉତ୍ସବର ପ୍ରଥମ ସସନ୍ଧ୍ୟାରେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ସଂକ୍ଷିପ୍ତ ରାମାୟଣ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ସନ୍ଧ୍ୟାର ଦ୍ଵିତୀୟ ଉପସ୍ଥାପନାରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଭାବପୂର୍ଣ୍ଣ ଭଜନ ଏବଂ ଗଜଲ ଶ୍ରୀତାଙ୍କୁ ବିମୋହିତ କରିଥିଲା। ପ୍ରାରମ୍ଭରେ ସମ୍ମାନିତ ଅତିଥି ଅନୁପ ଜଲୋଟାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଆଜୀବନ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଉତ୍ସବ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଉତ୍ସବର ପ୍ରଥମ ସସନ୍ଧ୍ୟାରେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ସଂକ୍ଷିପ୍ତ ରାମାୟଣ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ସନ୍ଧ୍ୟାର ଦ୍ଵିତୀୟ ଉପସ୍ଥାପନାରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଭାବପୂର୍ଣ୍ଣ ଭଜନ ଏବଂ ଗଜଲ ଶ୍ରୀତାଙ୍କୁ ବିମୋହିତ କରିଥିଲା। ପୂର୍ବତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା, ଧୀରେନ୍ଦ୍ର କୁମାର ମିଶ୍ର, ସମାଜ ଖବର କାଗଜର ପ୍ରକାଶକ ନିରଞ୍ଜନ ରଥ , ଡ଼.ଇତି ସାମନ୍ତ, ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.