ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ ରୀନା ଭୋଇ(୪୫) ଓ ସରସ୍ବତୀ ସ୍ବାଇଁ (୧୮)। ମୃତ୍ୟୁ କାରଣରୁ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।
BREAKING NEWS
- Jaundice Outbreak: ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ
- କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା
- Scrub Typhus :ଥମୁନି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ
- ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!
- ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି
- PM’s UPI Payment: ଜାଣନ୍ତୁ ନିଜେ କେବେ ଅନଲାଇନ୍ ପେମେଣ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି? ଏପର୍ଯ୍ୟନ୍ତ କେତେ ଟଙ୍କା କରିଛନ୍ତି UPI…
- ୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
- SIR: ବେଙ୍ଗଲରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ, ସରିଛି ମାତ୍ର ଲକ୍ଷେ
- iPhone 18 Pro: ସୁନାଠୁ ବି ମୂଲ୍ୟବାନ ଫୋନ୍! ସ୍ତ୍ରୀ ପାଇଁ iPhone କିଣିବାକୁ ବିକିଦେଲେ ସୁନା…
- ଯାଞ୍ଚରେ ଫେଲ୍ ନେସଲେର ଶିଶୁ ଖାଦ୍ୟ, FSSAIର କଡ଼ା କାର୍ଯ୍ୟାନୁଷ୍ଠାନ

Comments are closed.