Latest Odisha News

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ: ନାମାଙ୍କନ ବେଳେ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା  । ନାମାଙ୍କନ ପତ୍ର ଦାଖଲ ସମୟରେ ୨ ନେତେ ଓ ସମର୍ଥକ ହାତାହାତି ।କଂଗ୍ରେସ ପାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି ।

BjdElectrycity

ସ୍ବାଧିନ ଭାବେ ସୁଜିତ ନାମାଙ୍କନ ଦାଖଲ ପାଇଁ ଯାଇଥିବା ବେଳେ ୨ ନେତା ଓ ସମର୍ଥକଙ୍କ ଭିତରେ ପିଟାପିଟି ହୋଇଛନ୍ତି । ପରସ୍ପରଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ହୋଇଥିବା ସୂଚନା ରହିଛି ।ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ପୋଲିସର ଉପସ୍ଥିତିରେ ୨ ନେତେ ଓ ସମର୍ଥକ ହାତାହାତି ହୋଇଛନ୍ତି ।

Leave A Reply

Your email address will not be published.