Latest Odisha News

BREAKING NEWS

Yearly Archives

2018

ବସ୍ ଭଡ଼ା ବଢିଲା

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଶନିବାରଠୁ ବସ୍ ଭଡ଼ା ବୃଦ୍ଧି ହେଲା । ଓଡ଼ିଶାର ସମସ୍ତ ସ୍ଥାନରେ ଏହି ବସ୍ ଭଡ଼ା ବୃଦ୍ଧି ହୋଇଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ…

ହାପି ବାର୍ଥ ଡେ’- ଦୂରଦର୍ଶନ

ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲବମର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ…

ଶ୍ରୀନଗରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିôବା ନେଇ…

ଖୋର୍ଦ୍ଧା: ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ନାମକ ଏକ ଗାଁ ପୋଖରୀରେ ବୁଡି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଦୁଇଜଣ ସେହି ଗାଁର ଆଲିଶା ବେହେରା ଓ ଶ୍ରାବଣୀ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନାବାଳିକା ଦ୍ୱୟ ନିଜ ଜେଜେମାଙ୍କ ସହ ଗାଁ ପୋଖରୀକୁ…

ବିଜେଡ଼ି ସାଙ୍ଗଠନିକ ପଦବୀରେ ସାମାନ୍ୟ ଅଦଳବଦଳ କଲେ ନବୀନ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦଳର ସାଙ୍ଗଠନିକ ପଦବୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏହି ସାଙ୍ଗଠନିକ ପରିବର୍ତ୍ତନ ଫଳରେ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତ…

ଝାରସୁଗୁଡାରେ ଶ୍ୱଶୁରଙ୍କ ଉନ୍ମତ୍ତ କାଣ୍ଡ, କିରୋସିନ ଢାଳି ଜାଳି ଦେଲେ ବୋହୂକୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଜଣେ ଶ୍ୱଶୁର ଅତି ନିର୍ଦୟ ଭାବେ ନିଜ ବିଧବା ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାନେଇ ଜଣାପଡିଛି । ମୃତ ମହିଳାଙ୍କ ନାମ ରୁକ୍ମଣୀ ରୋହିଦାସ ବୋଲି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ଜୀବନଯାତ୍ରା ବ୍ୟାହତ

ବାରିପଦା: ମୟୁରଭଞ୍ଜରେ ତେଜିଲା ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି । ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହିତ ୩ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶନିବାର ଦିନ ୧୨ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ ପାଳନ ହୋଇଛି । ଏହି ବନ୍ଦ ପାଳନ ଫଳରେ ସମଗ୍ର…

ଆସୁଛି ପୁଣି ଏକ ଲଘୁଚାପ, ଝଡ଼ ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସମ୍ଭାବନାରେ ସତର୍କ ସୂଚନା ଦେଇଛନ୍ତି । ଓଡ଼ିଶା ଉପକୂଳର ମଧ୍ୟ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖରେ ଲଘୁଚାପର ନିଶ୍ଚିତ ସମ୍ଭାବନା ରହିଛି । ଫଳରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ…

ବଡ଼ ପରଦାରେ କମାଲ୍ କରୁଛି ଆକ୍ସନ୍ ଓ ରୋମାନ୍ସ ଭରା ‘ଇସ୍କ ପୁଣି ଥରେ’…

ଭୁବନେଶ୍ୱର: ଏବେ ଏବେ ବଡ଼ ପରଦାରେ ରିଲିଜ୍ ହୋଇଥିବା ଓଲିଉଡ଼ ଫିଲ୍ମ ‘ଇସ୍କ ପୁଣି ଥରେ’ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଛି । ‘ଇସ୍କ ପୁଣି ଥରେ’ ହେଉଛି ଆକ୍ସନ, ଡ୍ରାମା, କମେଡ଼ି ଏବଂ ରୋମାନ୍ସ ଭରା ପ୍ରେମ କାହାଣୀର ଓଡ଼ିଆ ସିନେମା । ନିଚ୍ଛକ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡ଼କ୍ସନ ଏବଂ…

ସୋଆରେ ଇଣ୍ଡିଷ୍ଟ୍ରୀ ୪.୦ ସମ୍ମିଳନୀରେ ବିଶ୍ୱର ବିଶିଷ୍ଟ ଗବେଷକ ଏକାଠି ହେବେ

ଭୁବନେଶ୍ୱର, ୧୪/୯: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରୋଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଇନ୍ ଇଣ୍ଡଷ୍ଟ୍ରି ୪.୦ ପାରାଡାଇମ’ ଶୀର୍ଷକ କର୍ମଶାଳାରେ ଯୋଗ ଦେବେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ତଥା ଆମେରିକାର ସିନ୍ସିନ୍ନାଟି…