Latest Odisha News

BREAKING NEWS

Yearly Archives

2019

ସ୍ମୃତିରେ ତୁମେ ଖୋକା ଭାଇ…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ । ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୭ରିଖ ରବିବାର ବିଛା ୦୧ ଦିନ ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-…

କଟକ ବାରବାଟୀରେ ଡ଼ିସେମ୍ବର-୨୨ରେ ହେବ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ: ୫ରୁ ଅନଲାଇନ ଓ ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି

କଟକ: ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । କଟକ ବାରବାଟୀ ଷ୍ଠାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବ ଦିନିକିଆ କ୍ରିକେଟ ମ୍ୟାଚ୍ । ଶନିବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ମ୍ୟାଚ ଲାଗି…

ରାଜଧାନୀରେ ଏବେ ଖୋଲା ମଳତ୍ୟାଗ କିମ୍ବା ପରିସ୍ରା କଲେ ଦେବାକୁ ପଡ଼ିବ ଜୋରିମାନା !

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ସ୍ୱଚ୍ଛତା ବଜାୟ ରଖିବା ଲାଗି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜଧାନୀର ସର୍ବସାଧାରଣ ସ୍ଥାନମାନଙ୍କରେ ଏବେ ଖୋଲା ମଳତ୍ୟାଗ କିମ୍ବା ପରିସ୍ରା କଲେ ଜୋରିମାନା ଦେବାକୁ ପଡ଼ିବ ବୋଲି…

ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ବର୍ତ୍ତିଗଲା ଏକ ବଡ଼ ଟ୍ରେନ୍ ଆକ୍ସିଡ଼େଣ୍ଟ !

ଭୁବନେଶ୍ୱର: ନିଜର କର୍ତ୍ତବ୍ୟନିଷ୍ଠା ତଥା ଉପସ୍ଥିତ ବୁଦ୍ଧିଯୋଗୁଁ ଏକ ବିରାଟ ରେଳ ଦୁର୍ଘଟଣାକୁ ରୋକି ପାରିଛନ୍ତି ରେଳ ଫାଟକ ଦାୟିତ୍ୱରେ ଥିବା ଜଣେ ରେଳକର୍ମଚାରୀ । ଏହି ଘଟଣାଟି ଘଟିଛି ଶନିବାର ଦିନ ଭୁବନେଶ୍ୱର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସେପ୍ରେସ ଚଳାଚଳ କରୁଥିବା ସମୟରେ ।…

ପ୍ରଥମ ଭାରତୀୟ ଭାବେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜିତିଲେ ‘ଇଟାଲିୟନ ସ୍ୟାଣ୍ଡଆର୍ଟ ଆୱାର୍ଡ଼’

ଭୁବନେଶ୍ୱର: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନଜନକ ୨୦୧୯-ଇଟାଲିୟନ ଗୋଲ୍ଡେନ୍ ବାଲୁକାକଳା ପୁରସ୍କାର ହାସଲ କରିଛନ୍ତି । I have received the Italian Golden Sand Art Award 2019 by Mr. Vito Maraschio the…

୧ମ ଟେଷ୍ଟ: ଗୋଟିଏ ଇନିଂସ ଓ ୧୩୦ ରନରେ ଭାରତର ଦମଦାର୍ ବିଜୟ

ଇନ୍ଦୋର: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲଙ୍କ ଦମଦାର୍ ଦ୍ୱିଶତକ ପରେ ଦଳର ନିର୍ଭରଯୋଗ୍ୟ ସିମର୍ ମହମ୍ମଦ ସାମିଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲାଦେଶ ଦଳ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ ହୋଇଛି । ବାଂଲାଦଳ ୧ମ ଦୁଇଟି ଇନିଂସରେ ଯଥାକ୍ରମେ ୧୫୦/୨୧୩ ରନ କରି ଭାରତର ୧ମ ଇନିଂସ ସ୍କୋର…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ୧୯୦୫ ମସିହା ନଭେମ୍ବର ୧୬ ତାରିଖ ତଥା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ । ସେ ପୁରୀ ଜିଲ୍ଲାର କଣାସ ନିକଟସ୍ଥ ଡିମିରି ଗ୍ରାମର ବାସିନ୍ଦା । ଶ୍ରୀ ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ଅଗ୍ରଗଣ୍ୟ ମୁକ୍ତିଯୋଦ୍ଧା, କୃଷକ ଓ…

ଗଜପତି ମହାରାଜାଙ୍କ ରଚିତ ‘ମାଜେଷ୍ଟିକ ମାରା’ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ରଚିତ ପୁସ୍ତକ ‘ମାଜେଷ୍ଟିକ ମାରା’କୁ ଶନିବାର ଦିନ ଉନ୍ମୋଚନ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ପ୍ରସିଦ୍ଧ ଅଭୟାରଣ୍ୟ ‘ମଶାଇ ମାରା’ରେ ନିଜର ୮ ଦିନର ଭ୍ରମଣ ଅନୁଭୂତିକୁ ଏହି ପୁସ୍ତକରେ ବର୍ଣ୍ଣନା…