Latest Odisha News

BREAKING NEWS

Yearly Archives

2019

ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା…

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ପୋଲିସର ଛାନଭିନ୍ ଜାରି

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ସ୍ଥିତ ଏକ ବନ୍ଦ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବନ୍ଦ ଘରେ ଏକ ଦମ୍ପତି ରହୁଥିବା ବେଳେ କିଛି ଦିନ ହେବ ଘର ବନ୍ଦ ରହିଛି ।…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ବି ଭୁବନେଶ୍ୱର ପ୍ରଧାନ କଂସ ହେବେ !

ବରଗଡ଼: କଂସ ଭୂମିକାର ଅଭିନେତା ଚୟନ ନେଇ ଗତ କିଛିଦିନ ହେଲା ଯେଉଁ ଅଚଳାବସ୍ଥା ଜାରି ରହିଥିଲା ଶେଷରେ ତାହାର ଅବସାନ ଘଟିଛି । ଗତଥର ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ ଏହି ବିଶାଳ ଖୋଲାମଞ୍ଚରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ।…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ; ଏକାଧିକ ବିଲକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏକାଧିକ ବିଲ୍ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି । ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୨ଟା ୧୫ମି.ରେ ଆରମ୍ଭ ହେବାର…

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ତଳନଗର ନିକଟରେ ଶୁକ୍ରବାର ଦିନ ଏକ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ ହେବାରୁ ପାଖାପାଖି ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଜୁରାଟର ଆରବାଲିରୁ କିଛି ପର୍ଯ୍ୟଟକ ଏକ ୱିଙ୍ଗର ଗାଡି ଜରିଆରେ ପୁରୀ…

ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିରରେ ଅଗ୍ନିକାଣ୍ଡ; ସ୍ୱର୍ଣ୍ଣାଳଙ୍କାର ସମେତ ପୂଜା ସାମଗ୍ରୀ ଭସ୍ମୀଭୂତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ମନ୍ଦିରରେ ଥିବା ଅନେକ ପୂଜା ସାମଗ୍ରୀ ସମେତ ଠାକୁରଙ୍କ ସ୍ୱର୍ଣ୍ଣାଳଙ୍କାର ପୋଡ଼ି ପାଉଁଶ ହୋଇଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୫ ରିଖ ଶୁକ୍ରବାର ତୁଳା ୨୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ…

ଶୁକ୍ରବାର ଦିନ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ଶୁକ୍ରବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା ଭୁବନେଶ୍ୱର: ରାମ…

ସାବରିମାଳା ମନ୍ଦିର ପ୍ରସଙ୍ଗ: ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେରଳର ସାବରିମାଳା ମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନର୍ବିଚାର ଯାଚିକା ଏକ ବୃହତ୍ତର ଖଣ୍ଡପୀଠ ଦ୍ୱାରା କରାଇବାକୁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ…