ଅଯୋଧ୍ୟା ରାୟ: ବଲିଉଡ଼ ସେଲିବ୍ରେଟି ମାନେ ଦେଲେ ଏହିଭଳି ପ୍ରତିକ୍ରିୟା
ମୁମ୍ବାଇ: ସୁପ୍ରିମକୋର୍ଟ ଶନିବାର ଦିନ ଦେଶର ସର୍ବପୁରାତନ, ସମ୍ବେଦନଶୀଳ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ।
ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମାନଙ୍କ ମଧ୍ୟରୁ କିଛି…