Latest Odisha News

BREAKING NEWS

Yearly Archives

2019

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

୫ଟି’ ବ୍ୟବସ୍ଥା ସୁଶାସନର ପ୍ରତୀକ ନୁହେଁ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫ଟି’ ବ୍ୟବସ୍ଥାକୁ ପୁରୁଣା ଶାସନ ପ୍ରଣାଳୀ ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ । “୫ଟି (ପାରଦର୍ଶିତା, ଟିମ୍ ୱାର୍କ, ପ୍ରଦ୍ୟୋଗିକ, ସମୟ ଓ ପରିବର୍ତ୍ତନ) ରାଜ୍ୟ ସରକାରଙ୍କର ଏକ…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

ଟ୍ରେନରେ ଲାଗିଲା ନିଆଁ, ୧୬ରୁ ଅଧିକ ଯାତ୍ରୀ ମୃତ

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୧ ରିଖ ଗୁରୁବାର ତୁଳା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…

ସୁନା

ସୁନା ଅନୁରାଧା ମିଶ୍ର ଦିନେ ଦେଖିଲି ମୁଁ ସୁନାକୁ ପାଖରୁ ଅତି ପାଖରୁ! ଦାଉ ଦାଉ ନିଆଁରେ ଜଳି କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ! ଠିକ୍ ସେମିତି ମନେହେଲା ମୋତେ ତୁମ ହାତ ଧରିବା ଦିନଠୁଁ ମୁଁ ବି ଜଳୁଥିଲି ଏମିତି କେବେ ଅଶ୍ରୁରେ ତ କେବେ ପ୍ରେମରେ! ଏ ଜଳିବାର ଅନ୍ୟ ନାମଟା…

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ…

ହିଣ୍ଡାଲକୋକୁ ମିଳିଲା ଜାତୀୟ ସିଏସଆର୍ ପୁରସ୍କାର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କର୍ପୋରେଟକୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାତୀୟ ସିଏସ୍ଆର ପୁରସ୍କାର ପ୍ରଦାନ କରାଯାଇଛି । ସିଏସ୍ଆର୍ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସ୍ୱୀକୃତି ।…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ୨୦୦ ମତ୍ସ୍ୟଜୀବୀଙ୍କୁ ଲାଇଫ ଜ୍ୟାକେଟ ବିତରଣ

ଧାମରା: ଧାମରା ପୋର୍ଟର ସିଏସ୍ଆର୍ ୱିଙ୍ଗ ଭାବେ ଆଦାନୀ ଫାଉଣ୍ଡେସନ ଏହାର ପାରିପାଶ୍ୱିର୍କ ଅଞ୍ଚଳରେ ଲୋକମାନଙ୍କ ଜୀବନ ଜିବୀକା ମାନରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ ପରିଚାଳନା କରିଆସୁଅଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆଦାନୀ ଫାଉଣ୍ଡେସନ ସ୍ଥାନୀୟ…