ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା…