Latest Odisha News

BREAKING NEWS

Yearly Archives

2019

ପୁରୀରେ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ଥିବା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ବହୁ ପୁରାତନ ଚାରି ମହଲା ବିଶିଷ୍ଟ ଏମାର ମଠକୁ…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଜଳଭଣ୍ଡାରର ୩ଟି ଗେଟକୁ ବନ୍ଦ କରିଦେଇଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଆହୁରି ଅନେକ ଗେଟକୁ ବନ୍ଦ କରାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର…

ଭଦ୍ରକରେ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଅନେକ ବ୍ଲକ୍ ଓ ପଞ୍ଚାୟତକୁ ଚଳାଚଳ କରୁଥିବା ଛୋଟଛୋଟ ଗାଡି ଗୁଡିକୁ ବିରୋଧ କରି ଭଦ୍ରକ ଘରୋଇ ବସ୍ ମାଲିକ ସଂଘ ସିଣ୍ଡିକେଟ୍ ପକ୍ଷରୁ ଗୁରୁବାର ଦିନ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ସଂଘର ସିଣ୍ଡିକେଟ୍ ସଦସ୍ୟ କହିଛନ୍ତି ଯେ, ଜିଲ୍ଲାର…

ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର…

ମାନସ ମଙ୍ଗରାଜ ହେଲେ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା

ଭୁବନେଶ୍ୱର: ଦୀର୍ଘ ଦିନ ହେବ ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସମ୍ପର୍କ) ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ବିଜେଡି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୯ ରିଖ ଗୁରୁବାର ସିଂହ ୧୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର…

ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି…

ଏବେ ଓଡ଼ିଶାରେ ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ପ୍ରକାଶିତ ହେବ ଫଳାଫଳ

ଭୁବନେଶ୍ୱର: ଏବେଠାରୁ ଓଡ଼ିଶାରେ ସରକାରଙ୍କ ପରିଚାଳିତ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହେଉଥିବା ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ +୩ ପରୀକ୍ଷା ଫଳାଫଳ ଘୋଷଣା ଉପରେ ସବୁଠୁ ଅଧିକ ଗୁରୁତ୍ୱ…

ରାଜଧାନୀରେ ଆରମ୍ଭ ହେଲା ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’

ଭୁବନେଶ୍ୱର: ରାଜଧାନୀସ୍ଥିିତ ସହିଦନଗର ଇଣ୍ଡୋର ଷ୍ଟାଡ଼ିୟମରେ ବୁଧବାର ଦିନ ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’ ଆରମ୍ଭ ହୋଇଛି ।ଏହି ପ୍ରତିଯୋଗିତା ‘ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ’ ଏବଂ ‘ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ’ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଏହି…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…