ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଯବାନ ସହିଦ
ମାଲକାନଗିରି: ମାଲକାନଗିରି ଜିଲ୍ଲା ନିକଟସ୍ଥ ଜଙ୍ଗଲରେ ବୁଧବାର ଦିନ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ନିହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଖଇରପୁଟ ପାହାଡ ନିକଟ ଜଙ୍ଗଲରେ କିଛି ମାଓବାଦୀ ଛପି ରହିଥିବା ଖବର…