‘ୟୁନିସେଫ’ର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ ହେଲେ ହିମା ଦାସ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପ୍ରିଣ୍ଟର୍ ହିମା ଦାସଙ୍କୁ ୟୁନିସେଫ ପ୍ରଥମ ଯୁବ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ କରିଛି । ହିମାଙ୍କ ଏହି ନିଯୁକ୍ତି ଭାରତୀୟ କ୍ରୀଡ଼ାଜଗତକୁ ଗୌରବାନ୍ୱିତ କରିାପାରିଛି ।
ଏସମ୍ପର୍କରେ ୟୁନିସେଫ୍ ପକ୍ଷରୁ ଟ୍ୱିଟ୍…