ଭୁବନେଶ୍ୱରରେ ‘ଡ୍ରାଇଭିଂ ଲର୍ଣ୍ଣର୍ ଲାଇସେନ୍ସ’ ଅନଲାଇନରେ ପାଇପାରିବେ…
ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ପ୍ରଣୟନ ହେବାପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ପ୍ରବଳ ଜନଗହଳି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆରଟିଓ-୧ ସୋମବାର ଦିନ ଏନେଇ ସମସ୍ତ ଦରଖାସ୍ତ ଗୁଡ଼ିକ ଅନଲାଇନ ମାଧ୍ୟମରେ ଯୋଗାଇଦେବାକୁ ଘୋଷଣା…