ଗଜପତି ଜିଲ୍ଲାର ଏହି ଦୁଇ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଗଜପତି: ଗଜପତି ଜିଲ୍ଲାର ଗୋସାନି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମକୁ ଗୁରୁବାର ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି।
ବ୍ଲକର ଉପାଲଡା ଏବଂ ତମ୍ପାର୍କକିଟି ଗାଁର ତିନି ଜଣ ବ୍ୟକ୍ତି କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ଏହି ଗ୍ରାମଗୁଡ଼ିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ…