Latest Odisha News

BREAKING NEWS

Yearly Archives

2020

ଭିକାରି ମୁକ୍ତ ହେବ ଏକାମ୍ରକ୍ଷେତ୍ର, ଥଇଥାନ ସହ ଜୀବିକା ପ୍ରଦାନ ଲକ୍ଷ୍ଯ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଯୋଜନାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭିକାରି ମୁକ୍ତ ହେବ ଏକାମ୍ର କ୍ଷେତ୍ର। ଏଥିପାଇଁ ବିଏମସି ଓ ବିଡ଼ିଓ କାମ ଆରମ୍ଭ କରିଛନ୍ତି। ଏକାମ୍ର କ୍ଷେତ୍ର ଯୋଜନା ଅଧିନରେ ଭିକାରିଙ୍କୁ ଥଇଥାନ କରାଯିବ। ସରକାରଙ୍କ ସହାୟ ଯୋଜନାରେ ମନ୍ଦିର ପାଖରେ…

ଇସ୍ରାଏଲ ପୂର୍ବତନ ପ୍ରଫେସରଙ୍କ ଚାଂଚଲ୍ୟକର ବୟାନ, ଏଲିୟନ ମାନେ ଗୁପ୍ତ ଭାବେ ଆମ ସହ କାମ କରୁଛନ୍ତି

ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ସ୍ପେଶ ସିକ୍ୟୁରିଟି ଚିଫ ହେମ ଇଶେଡ ମଙ୍ଗଳବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏଲିୟନ ଅଛନ୍ତି ଏହା ପ୍ରମାଣିତ ହୋଇ ସାରିଛି । ସେମାନେ ଆମ ସରକାରଙ୍କ ସହ ଗୁପ୍ତ ଭାବେ କାମ କରୁଛନ୍ତି । ଏଲିୟନଙ୍କ ଅନେକ ଫର୍ଦ୍ଦ ଏବେ ବି ରହସ୍ୟାବୃତ ହୋଇ ରହିଛି…

ମୋବାଇଲରେ ଅନଲାଇନ କ୍ଲାସ୍; ଝିଅ ଆଗରେ ଖୋଲିଲା ବାପାର ଅନୈତିକ ସମ୍ପର୍କର ଗୁମର

ବେଙ୍ଗାଲୁରୁ: ଅନଲାଇନ କ୍ଲାସ୍ କରୁଥିବା ବେଳେ ଜଣେ ଝିଅ ମୋବାଇଲରେ ନିଜ ବାପା ଓ ତାଙ୍କ ପ୍ରେମିକାର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ପାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଏନେଇ ଝିଅ ନିଜ ମାଆଙ୍କୁ କହିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହିଁଛନ୍ତି ସେ। ଏହାପରେ ମାଣ୍ଡିଆ…

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୫୨୩ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୨୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ…

୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ, ସ୍ୱଦେଶ ଫେରିଯିବି : ପାଣ୍ଡ୍ୟା

ମେଲବୋର୍ଣ୍ଣ: ୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ । ସ୍ୱଦେଶ ଫେରିଯିବି ବୋଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ଅନ୍ତିମ ମ୍ୟାଚ ପରେ କହିଛନ୍ତି । ମ୍ୟାନ ଅଫ ଦି ସିରିଜ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କରିଛି ।…

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ…

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ…

ଟୋକିଓ ଅଲିମ୍ପିକ୍ସ: ଆଥଲେଟ କମ୍ ସମୟ କ୍ରୀଡା ଭିଲେଜରେ ରହିବେ

ଟୋକିଓ: କରୋନା ପ୍ରଭାବ ଏବଂ ଭ୍ୟାକ୍ସିନ ଆଶା ଯୋଗୁ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଜୋର ଧରିବାରେ ଲାଗିଛି । ତେବେ ଅଲିମ୍ପିକ୍ସ ସମୟରେ ଆଥଲେଟମାନଙ୍କୁ କମ୍ ସମୟ କ୍ରୀଡା ଭିଲେଜରେ ରହିବାକୁ ସୁଯୋଗ ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଘୋଷଣା କରିଛି । ଭର୍ଚୁଆଲ ନ୍ୟୁଜ କନଫେରେନ୍ସରେ…