Latest Odisha News

BREAKING NEWS

Yearly Archives

2020

ଓଡିଶା କ୍ରମଶଃ ଇତିହାସ ଚର୍ଚ୍ଚାର ଶ୍ମଶାନଭୂମି ପାଲଟି ଯାଉଛି କି?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସଠାରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ। ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History…

ମାଂଉଟ ଏଭେରେଷ୍ଟ ଉଚ୍ଚତା ବଢ଼ିଲା !

ନୂଆଦିଲ୍ଲୀ: ଚୀନ ଓ ନେପାଳ ମଙ୍ଗଳବାର ମାଂଉଟ ଏଭେରେଷ୍ଟର ଉଚ୍ଚତା ମାପିଛନ୍ତି । ପୂର୍ବଥର ଏହାର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏଥର ୮୮୪୮.୮୬ ମିଟର ରହିଛି । ୧୩ ଅକ୍ଟୋବର ୨୦୧୯ରେ ମାଂଉଠ ଏଭେରେଷ୍ଟ ଉଚ୍ଚତା ମାପିବା ନେଇ ଚୀନ ଓ ନେପାଳ ମଧ୍ୟରେ ବୁଝାମଣା ହୋଇଥିଲା । ୧୯୫୪ରେ ଭାରତ ଏହାର…

ବ୍ରିଟେନ୍:‌ କୋଭିଡ୍‌ ଟିକାକରଣରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସାମିଲ୍‌ ହୋଇଛନ୍ତି ଏହି ୮୭ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଇଂଲଣ୍ଡର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଭାରତୀୟ ମୂଳର ୮୭ ବର୍ଷିୟ ବ୍ରିଟିଶ ନାଗରିକ ହରି ଶୁକ୍ଲା ସେହି ଲୋକମାନଙ୍କ ମଧ୍ୟରେ ସାମିଲ୍‌ ହେବାକୁ ଯାଉଛନ୍ତି ଯେଉଁମାନଙ୍କୁ କରୋନାର ପ୍ରଥମ ବିକଶିତ ଟିକା ଦିଆଯାଉଛି। ହରି ଶୁକ୍ଲାଙ୍କୁ ଆଜି ଆମେରିକାର କମ୍ପାନୀ ଫିଫାଇଜର ଦ୍ବାରା…

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି…

ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବେ ନିଯୁକ୍ତି

ୱାଶିଂଟନ୍: କୋଭିଡ -୧୯ ରେସପନ୍ସ ଦଳର ନେତୃତ୍ୱ ନେଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଓବାମାଙ୍କ ପ୍ରଶାସନରେ ମଧ୍ୟ ଏହି ପଦବୀରେ ରହିଥିଲେ। ଟ୍ରମ୍ପ ପ୍ରଶାସନ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…

ପ୍ରଥମ ପତ୍ନୀଙ୍କୁ ଅନ୍‌ଫଲୋ କରି ଟ୍ରୋଲ୍‌ ହେଲେ ପିଏମ୍‌ ଇମ୍ରାନ୍‌ ଖାନ୍‌

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥଙ୍କ ସମେତ ସମସ୍ତଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଅନୁସରଣ କରିବା ବନ୍ଦ କରିଛନ୍ତି ଅର୍ଥାତ୍‌ ଅନ୍‌ଫଲୋ କରିଦେଇଛନ୍ତି। ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

ଭାଇରାଲ୍ ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କୃଷକ ସମର୍ଥନ ଆହ୍ୱାନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଚାଷୀଙ୍କ ସମର୍ଥନରେ ଭାଷଣ ଦେଉଛନ୍ତି। ଭିଡିଓ ସହିତ, ରାଜନାଥ ସିଂ ଜାତୀୟ ରାଜଧାନୀ ଦିଲ୍ଲୀରେ ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନଙ୍କୁ ସମ୍ବୋଧିତ ଏବଂ ସମର୍ଥନ…

ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଶୀତଦିନେ ମଧ୍ୟ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ ସୀମାରେ ଠିଆ ହୋଇରହିଛନ୍ତି। ସୋନିପତ ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକ ଆନ୍ଦୋଳନରେ ଟିଡିଆଇ ସିଟି ସମ୍ମୁଖରେ ଚାଷୀଙ୍କ…