Latest Odisha News

BREAKING NEWS

Yearly Archives

2020

ପରଲୋକରେ ଅଭିନେତ୍ରୀ ଦିବ୍ୟା ଭଟନାଗର

ନୂଆଦିଲ୍ଲୀ: ସୋମବାର ସକାଳେ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ 'ୟେ ରିସ୍ତା କିୟା କେହଲତା ହ‌ୈରେ 'ଗୁଲାବୋ' ଭୂମିକାରେ ଅଭିନୟ…

ଦିଲ୍ଲୀରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ । ଦିଲ୍ଲୀ ଶାକରପୁର ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସେମାନଙ୍କୁ ଧରିଛି । ତାପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗିରଫ ଆତଙ୍କୀଙ୍କ ମଧ୍ୟରେ ଦୁଇ…

ବାଇକ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ: ବାଇକ ଓ ପିକଅପ ଭ୍ୟାନ ମଧ୍ୟରେ ମୁଁହାମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଓଭରବ୍ରିଜ ନିକଟରେ ଏହି…

ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ ଭି. କେ. ପାଣ୍ଡିଆନ୍

ଭୁବନେଶ୍ୱର: କେତେ ଆଗେଇଛି ଏକାମ୍ର କ୍ଷେତ୍ର ଯୋଜନାର କାମ ? ସୌନ୍ଦର୍ଯ୍ୟକରଣ କେତେ ହୋଇଛି ? ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ । ଉନ୍ନୟନମୂଳ ଓ ବିକାଶ କାମର ଅନୁଧ୍ୟାନ କରିଥିଲେ । ତାଙ୍କ…

ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ…

ଭାରତରେ ‘କୋଭିସିଲଡ୍’ ଟିକାର ଜରୁରିକାଳୀନ ବ୍ୟବହାର ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରୁଛି ସେରମ୍ । ଜରୁରୀ ବ୍ୟବହାର କରିବାକୁ କମ୍ପାନୀ ଡ୍ରଗ୍ସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୭-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୭ ରିଖ ସୋମବାର ବିଛା ୨୨ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର  ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର…

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍…

ଏହି ସମୟରେ ଗଡୁଛି ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ମି. ପରିବର୍ତେ ଦିନ ୦୧ଟା ୪୦ମି. ରେ ଛାଡୁଛି। ଏହି ପରିବର୍ତ୍ତନ ଡିସେମ୍ବର ୫ ତାରିଖଠାରୁ ଏବଂ ରାଉରକେଲା ରେ ରାତ୍ରି ୯ଟାରେ ପହଞ୍ଚୁଛି। ସେହିପରି ରାଉରକେଲାରୁ ସକାଳ…

[ଭିଡିଓ] କ୍ଲାସରୁମ୍‌ରେ କଲେ ବାଲ୍ୟବିବାହ, ଘର ଲୋକେ କଲେ ବିଦା

ଭୁବନେଶ୍ୱର: ଶୁକ୍ରବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଭିଡିଓରେ ଏକ କଲେଜ କ୍ଲାସରୁମ୍‌ରେ ଜଣେ ପୁଅ ଓ ଝିଅ ମଙ୍ଗଳସୁତ୍ର ପିନ୍ଧାଇ ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭିଡିଓଟି କେଉଁ ଅଚଂଳର ଓ ଏହା କେବେ ସୁଟ୍ ହୋଇଥିଲା ? ଏହି ପ୍ରଶ୍ନର ଉତ୍ତର…