Latest Odisha News

BREAKING NEWS

Yearly Archives

2020

ବିବାହ ବନ୍ଧନରେ ଆବଦ୍ଧ ହେଲେ ୫.୫ ଫୁଟର ନେତ୍ରହୀନ ବଧୂକୁ ୩ଫୁଟର ସରକାରୀ ଶିକ୍ଷକ

ସୁରଟ: ଗୁଜରାଟରେ ସୋମବାର ଅନେକ ବିବାହ ସମ୍ପନ୍ନ ହୋଇଥିଲେ ମଧ୍ୟ ଗୋଟିଏ ନିଆରା ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜୁନାଗଡର ଏହି ଚର୍ଚ୍ଚିତ ବିବାହରେ ୫.୫ ଫୁଟର ନେତ୍ରହୀନ କନ୍ୟା ୩ଫୁଟର ସରକାରୀ ଚାକିରୀ କରିଥିବା ଯୁବକଙ୍କ ସହ ଏହି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ । ଶାନ୍ତା…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଶୀର୍ଷାସନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ହେଡଷ୍ଟାଣ୍ଡ ଅର୍ଥାତ୍‌ ଶୀର୍ଷାସନ କରୁଥିବା ଦେଖିବାକୁ ମିଳିଛି ଏବଂ ପତି ବିରାଟ ମଧ୍ୟ ତାଙ୍କୁ ଏଥିରେ…

ଭାରତର ଏହି ଚାରୋଟି ସ୍ଥାନକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ସଂରଚନାର ଟ୍ୟାଗ୍

ନୂଆଦିଲ୍ଲୀ: ଭାରତର ଚାରୋଟି ସ୍ଥାନ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଜଳସେଚନ ଭିତ୍ତିଭୂମି (WHIS) ​​ସମ୍ମାନ ପାଇଛି। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶରେ ତିନୋଟି ଏବଂ ମହାରାଷ୍ଟ୍ରରେ ଗୋଟିଏ ସ୍ଥାନ ଅନ୍ତର୍ଭୁକ୍ତ। ଏଥି ସହିତ, ୨୦୧୮ ମସିହାରେ, ତେଲେଙ୍ଗାନାର ଦୁଇଟି ସ୍ଥାନ WHIS ରେ ମନୋନୀତ ହୋଇଛି।…

ଆମେରିକାରେ ଖେଳିବ ଶାହରୁଖଙ୍କ ନାଇଟ୍ ରାଇଡର୍ସ !

ଭୁବନେଶ୍ୱର: ଭାରତର କ୍ରିକେଟ୍ ତୁଳନାରେ ଆମେରିକାର ସ୍ଥାନ ନଗଣ୍ୟ । ତଥାପି ଆମେରିକାରେ ଖେଳିବ କିଙ୍ଗଖାନ ଶାହରୁଖଙ୍କ ନାଇଟ୍ ରାଇଡର୍ସ କ୍ରିକେଟ୍ ଦଳ । ଏଥିପାଇଁ ଶାହରୁଖ ଅଧାରୁ ଅଧିକ ପ୍ରସ୍ତୁତି ସାରିବା ସହ ଆମେରିକାରେ ନିଜର ଏକ କ୍ରିକେଟ୍ ଟିମ୍ ଗଠନ କରିଛନ୍ତି । ଖୁବଶୀଘ୍ର ଆମେରିକା…

ନୂତନ ରାଜନୈତିକ ଯାତ୍ରା ପାଇଁ ପ୍ରସ୍ତୁତ ଅଭିନେତ୍ରୀ ଉର୍ମିଳା; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ତାଙ୍କର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଉର୍ମିଳା ମାତୋଣ୍ଡକର ବର୍ତ୍ତମାନ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଉର୍ମିଲା ମାତୋଣ୍ଡକର ଶିବସେନାରେ…

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ । ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନ- ସେତେବେଳେ ଚୁପ୍ ଥିଲେ କାହିଁକି ?

ଭୁବନେଶ୍ୱର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ବୁଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ ଚୁପ୍ ରହିଥିଲେ କାହିଁକି ? ସେ ଡିଜିସିଏ ଓ ଏୟାରପୋର୍ଟ…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…