Latest Odisha News

BREAKING NEWS

Yearly Archives

2020

ଜନ୍ମଦିବସରେ ଆସନ୍ତୁ ଜାଣିବା କରାଟେ କିଙ୍ଗ ବ୍ରୁସ ଲିଙ୍କ ବିଷୟରେ କିଛି ଅଜଣା କଥା

ପୁରୀ: ମାର୍ସିଆଲ ଆର୍ଟ୍ସକୁ ପରଦା ଓ ମନୋରଞ୍ଜନ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରିଥିବା ବ୍ରୁସ ଲୀଙ୍କ ଆଜି ୮୧ତମ ଜନ୍ମଦିବସ । ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା । ବ୍ରୁସ ଜୁନ ଫାନ ଲି ହେଉଛନ୍ତି ଲି ହୁଇ ଚେନ୍ ଓ ଗ୍ରେସ ହୋଙ୍କ ୪ର୍ଥ ସନ୍ତାନ । ସେ ୨୭…

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…

ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକର ଗିରଫ

ନୂଆଦିଲ୍ଲୀ: ଟ୍ରାଭେଲ ଏବଂ ଟୁର୍ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଅନେକ ବ୍ୟାଙ୍କରୁ ପ୍ରାୟ ୫,୫୦୦ କୋଟି ଟଙ୍କା ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୟେସ୍‌ ବ୍ୟାଙ୍କରେ ସର୍ବାଧିକ ୨,୨୬୭…

ଦୁନିଆ ଆଖିରେ ଜେଲ ଭିତରେ ହାଫିଜ, ଘରେ କିନ୍ତୁ ମଉଜ କରୁଛି ମୁମ୍ବାଇ ଆକ୍ରମଣର ଦୋଷୀ

ଲାହୋର: ପାକିସ୍ତାନର ଆଉ ଏକ ଚାଲ ପଦାରେ ପଡିଛି । ଭାରତୀୟ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ମୁତାବକ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦ ନିଜ ଘରେ ମଉଜ କରୁଛି । ଦୁନିଆ ଆଖିରେ ଧୂଳି ପକାଇ ପାକିସ୍ତାନ ତାକୁ ଜେଲ ଭିତରେ ରଖିଥିବା ନେଇ ଡିଣ୍ଡିମ ପିଟୁଛି । ପ୍ରକୃତରେ…

୫୦ ଜଣଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ କରିବେ ଆଦିତ୍ୟ

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୧ ତାରିଖରେ  ଉଭୟ ମନ୍ଦିରରେ ବିବାହ କରିବେ। କରୋନା ଅବଧି ସମୟର‌େ ତାଙ୍କ ବିବାହର…

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ; ଇମ୍ରାନଙ୍କ କ୍ୟାବିନେଟରେ ନୂଆ ଆଇନକୁ ଅନୁମୋଦନ: ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ବଳାତ୍କାରର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳା ଏବଂ ଶିଶୁଙ୍କ ସହ ବଢୁଥିବା ଯୌନ ଅପରାଧର ମୁକାବିଲା ପାଇଁ ଫେଡେରାଲ୍ କ୍ୟାବିନେଟ୍ ଦୁଇଟି ବଳାତ୍କାର ବିରୋଧୀ ନିୟମକୁ ଅନୁମୋଦନ କରିଛି। ଏହି ନିୟମଗୁଡ଼ିକର ଉଦ୍ଦେଶ୍ୟ ହେଉଛି…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା; ଆସନ୍ତା ସପ୍ତାହରେ ଆରମ୍ଭ ହେବ ଟୀକା ବିତରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଟିକା ବିତରଣ ଆରମ୍ଭ ହୋଇପାରେ। ଗୁରୁବାର ଦିନ ଟ୍ରମ୍ପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଦେଶରେ ଥିବା ଆମେରିକୀୟ ସୈନିକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟ ମଧ୍ୟରେ ସେ ଟୀକା ବିତରଣ କରିବା…

ଇସ୍‌ଲାମ୍‌ ପାଇଁ ଫ୍ୟାଶନ୍‌ ଛାଡିଲେ ଆମେରିକାର ଏହି ଲୋକପ୍ରିୟ ମଡେଲ୍‌

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ମଡେଲ ହଲିମା ଇଡେନ ଇସଲାମ ପାଇଁ ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଇସଲାମୀୟ ବିଶ୍ୱାସ ଏବଂ ମାନ୍ୟତାକୁ ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ। ୨୩ ବର୍ଷ ବୟସ୍କା ମଡେଲ୍ ଏହାକୁ ବିଶ୍ବର ଅଗ୍ରଣୀ ଫ୍ୟାଶନ୍…

କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ନେଇ କଣ କହିଲେ ଅଭିନେତା ସୋନୁ ସୁଦ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପୋଲିସର କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପଞ୍ଜାବ-ହରିୟାଣା ସୀମାରେ ପୋଲିସର କଡା ସୁରକ୍ଷା ରହିଛି। କରୋନା ଅବଧିରେ…

ଫିଲ୍ମ ‘ଦ ଇମୋଟାଲ୍‌‌ ଅଶ୍ୱତଥାମା’ରେ ଭିକିଙ୍କ ବିପକ୍ଷର ନାୟିକା ସାଜିବେ ସାରା!

ନୂଆଦିଲ୍ଲୀ: 'ଉରି ସର୍ଜିକାଲ୍ ଷ୍ଟ୍ରାଇକ୍'‌ର ଅଭିନେତା ନିର୍ଦ୍ଦେଶକ ଯୋଡି ପ୍ରଶଂସା ସାଉଁଟିଥିଲେ ପୁଣି ଥରେ ଏହି ଯୋଡି ଦର୍ଶକଙ୍କୁ ଭିନ୍ନ ଢଙ୍ଗରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। 'ଉରି' ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ପୁଣି ଏକ ଫିଲ୍ମ ନିର୍ମାଣ…