ଅଭିନେତା ଅମିତ୍ ସାଧ୍ଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରଥମ ବ୍ରେକ୍ ଦେଇଥିଲେ ସୋନୁ
ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଅଭିନେତା ସୋନୁ ସୁଦଙ୍କୁ ଭଗବାନଙ୍କ ଦରଜା ଦିଆଯାଇଛି। ସୋନୁ ସୁଦ ନିଜ ତଥା ପ୍ରବାସୀ ଶ୍ରମିକଙ୍କ ଲକଡାଉନ୍ ସଂଗ୍ରାମ ଉପରେ ଏକ ପୁସ୍ତକ ଲେଖିଛନ୍ତି, ଯାହାର ଶୀର୍ଷକ - 'ଆଇ ଆମ୍ ନୋ ମେସିହା'। ସୋନୁ ସୁଦ, ୨୦୨୦ ରେ…