Latest Odisha News

BREAKING NEWS

Yearly Archives

2020

ଜାନୁଆରୀ ୩ରୁ ଖୋଲିବ ମାଆ ସମଲେଶ୍ୱରୀଙ୍କ ମନ୍ଦିର, ଏକାସଙ୍ଗେ ମନ୍ଦିର ଭିତରକୁ ୫ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି

ସମ୍ୱଲପୁର: ଜାନୁଆରୀ ୩ ତାରିଖରେ ଖୋଲିବ ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ଓ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ୩ ରୁ ୭ ତାରିଖ ଯାଏଁ ସମ୍ବଲପୁରବାସୀ ମାଆଙ୍କୁ ଦର୍ଶନ କରିପାରିବେ । ଆସନ୍ତା ୭ ତାରିଖ ପରେ…

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର ଲୁହ ଓ ଲହୁର ରଙ୍ଗରେ ତିଆରିଲି ଘର । ବାପାଙ୍କୁ କଲି ମଝିଖୁଂଟ ବୋଉକୁ ଚୁଲି ଝିଙ୍କା ଦୁଃଖକୁ ଆଟିକା ବୟସକୁ ଚୁଲିମୁଣ୍ଡେ ଜାଳ ଲୁହକୁ ହାଣ୍ଡିର ଚାଉଳ, ତମେ ହେଲ ଘରର ଚାବିନେନ୍ଥା । ବାପା ଏବେ ମଥାନ ଉପର ଆକାଶର ତାରା, ବୋଉ ଏବେ ତୁଳସୀ ଚଉରା ତମେ ଆଉ…

ମାଂସପେଶୀରେ ଯନ୍ତ୍ରଣା ପରେ ବୋଲିଂ ଅଧାରୁ ଡ୍ରେସିଂ ରୁମ ଫେରିଲେ ଉମେଶ ଯାଦବ

ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବୋଲିଂ ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଉମେଶ ଯାଦବ। ଫଳରେ ତାଙ୍କୁ ମୈଦାନ ଛାଡ଼ିବାକୁ ପଡିଥିଲା । ସେ ଛୋଟେଇ ଛୋଟେଇ ଡ୍ରେସିଂ ରୁମ ଫେରିଥିଲେ । ଉମେଶ ଯାଦବ ଅଷ୍ଟ୍ରେଲିଆର…

କରୋନା ସଂକ୍ରମିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ତାଙ୍କୁ ଡେରାଡୁନ୍ ଡୁନ୍ ହସ୍ପିଟାଲରୁ ଦିଲ୍ଲା ଏମ୍ସ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥତା ଯୋଗୁ ଗତକାଲି…

୪ ଜିଲ୍ଲାରେ କୋଭିଡ ଟିକାର ଡ୍ରାଏ ରନ୍ ଆରମ୍ଭ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂ ଆସାମ ଭଳି ଚାରିଟି ରାଜ୍ୟରେ ସୋମବାର ଦିନ କୋଭିଡ-୧୯ ଟିକାର ଦୁଇ ଦିନିଆ ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଟୀକାକରଣ କାର୍ଯ୍ୟକ୍ରମରେ ଚାରିଟି ରାଜ୍ୟରେ ହୋଇଥିବା ପର୍ଯ୍ୟବେକ୍ଷଣ ବିଷୟରେ କେନ୍ଦ୍ରକୁ ରିପୋର୍ଟ କରାଯିବ।…

ରାଜ୍ୟରେ ଶୀତ ଲହରି: ଏସବୁ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ସେଲସିୟସରୁ କମ୍

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଜାଡ଼ର ଥରୁଛି ଓଡ଼ିଶା । ଆଜି ରାଜ୍ୟର କିଛି ସହରରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ୬ ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଦୁଇ ଜଣ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଛି । ପଞ୍ଚାୟତ କାର୍ୟ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି…

ସମ୍ପୂର୍ଣ୍ଣ ସୁରକ୍ଷା ସହ ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ: ଅଭିନେତା କଙ୍ଗନା ରାଣାୱତ ନିଜ ସହର ମନାଲିରେ ଦୀର୍ଘ ଦିନର ରହିବା ପରେ ମୁମ୍ବାଇ ଫେରିଛନ୍ତି। ଏହି ଅଭିନେତା ତାଙ୍କ ଭଉଣୀ ରଙ୍ଗୋଲି ଏବଂ ପୃଥୀରାଜଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବାର ନଜର ଆସିଥିଲେ। ଏହି ଅଭିନେତ୍ରୀଙ୍କୁ ଅନେକ ସୁରକ୍ଷା କର୍ମୀ ଯୋଗ ଦେଇଥିଲେ। ସେ ଏକ…

ନୂଆବର୍ଷରେ ରିଲିଜ ହେବ ଫିଲ୍ମ ବଜେଟରେ ପ୍ରସ୍ତୁତ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ବର: ନୂଆବର୍ଷରେ ରିଲିଜ ହେବାକୁ ଯାଉଛି ନିହାର ନମନ ଫିଲ୍ମସର ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ଏହା ଓଲିଉଡରେ ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି । ବର୍ତମାନ ସମୟରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯେତିକି ବ୍ୟୟ ବରାଦ ହେଉଛି ଏହି ମ୍ୟୁଜିକାଲ ସର୍ଟ ମୁଭି ପାଇଁ ତା’ଠୁ ଢେର ଗୁଣା…

୨୪ ଘଣ୍ଟାରେ ଦେଶରୁ ୨୦ ହଜାର ସଂକ୍ରମିତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭ଲକ୍ଷ ୧୫ ହଜାର କୋଭିଡ୍ ଟେଷ୍ଚ ହୋଇଛି । ଚିହ୍ନଟ ହୋଇଛନ୍ତି ୨୦ହଜାର ୨୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୧ହଜାର ୧୩୧…