Latest Odisha News

BREAKING NEWS

Yearly Archives

2020

ବିୟର ପିଇ ରେସ୍ତୋରାଁକୁ ୩୦୦୦ ଡଲାର୍‌ ଟିପ୍ସ ଦେଲେ ବ୍ୟକ୍ତି; କିନ୍ତୁ କାହିଁକି…..

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ, ଯେଉଁଠାରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି, ସେଠାରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେସ୍ତୋରାଁ…

୧୫୦ ମିଲିୟନ୍‌ ଭ୍ୟୁ ପାର୍‌ କଲା ଗୁରୁ ରାନ୍ଧୱା ଏବଂ ନୋରା ଫ‌ତେହିଙ୍କ ଗୀତ ‘ନାଚ ମେରୀ ରାନୀ’

ମୁମ୍ବାଇ: ଗାୟକ ଗୁରୁ ରାନ୍ଧୱାଙ୍କ ଗୀତ 'ନାଚ ମେରୀ ରାନୀ' ସୋସିଆଲ ମିଡିଆରେ ଲଗାତାର୍‌ ହିଟ୍‌ ହେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୫୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏହି ଗୀତରେ ନୋରା ଫତେହି ଏବଂ ଗୁରୁ ରାନ୍ଧୱା ଏକାଠି ନାଚିଛନ୍ତି। ନୋରା ଫତେହି ଏବଂ…

ସମାଲୋଚନାର ଶିକାର ହେଲେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା !

ମୁମ୍ବାଇ: ଜୁନ୍ ୧୪ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚମକାଇଦେଇଥିଲା । ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନିଶ୍ଚିତତା ଘେରରେ ରହିଛି । ଅନ୍ୟପଟେ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଥର ଅଙ୍କିତା ଲୋଖଣ୍ଡେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ହେଲେ ନିକଟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା…

ଅଂଶଙ୍କ ସହ ଆସୁଛନ୍ତି ଧ୍ୱନି ଭାନୁଶାଲି !

ମୁମ୍ବାଇ: ଏମର୍ଜିଂ ସିଙ୍ଗର କମ୍ ପରଫର୍ମର୍ ଧ୍ୱନି ଭାନୁଶାଲୀ । ନିଜ କ୍ୟାରିଅରରେ ସଫଳତାର ସହ ଆଗେଇ ଚାଲିଥିବା ଏହି କଳାକାର ଆଗାମୀ ଦିନରେ ଆଉ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ । ନୂଆ ପ୍ରୋଜେକ୍ଟର ଟାଇଟଲ ରିଭିଲ୍ କରିନଥିଲେ ବି ଏହାର ସୁଟିଂ ଆରମ୍ଭ ହୋଇଥିବା ନେଇ ଖୋଦ ଧ୍ୱନି ସୋସିଆଲ୍…

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍…

ବାରଣାସୀରେ ପୁନଃ ନିର୍ବାଚନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରାଯାଇଥିବା ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାରେ ବିଫଳ ହୋଇଥିବା ବିଏସଏଫ ବହିଷ୍କୃତ ସୈନିକ ତେଜ ବାହାଦୁର ଯାଦବ…

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍‌କୁ ଫେରିଲେ ନେହା

ମୁମ୍ବାଇ: ଗାୟିକା ନେହା କକ୍କଡ ଅକ୍ଟୋବର ୨୪ ରେ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁହେଁ ହନିମୁନ୍‌ ପାଇଁ ଦୁବାଇ ଯାଇଥିଲେ। ନେହା କକ୍କଡ ହନିମୁନ୍‌ରୁ ଫେରିବା ପରେ ଇଣ୍ଡିଆନ୍‌ ଆଇଡଲ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ସିଙ୍ଗିଙ୍ଗ୍‌ ରିଆଲିଟି ସୋ 'ଇଣ୍ଡିଆନ୍…

ସେୟାରଚାଟକୁ ୭୬୦୦ କୋଟିରେ କିଣିବ ଗୁଗୁଲ !

ବାଙ୍ଗାଲୋର: ଆମେରିକାର ପ୍ରତିଷ୍ଠିତ ଟେକ କମ୍ପାନୀ ଗୁଗୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ଗୁଗୁଲ ଏ ବାବଦକୁ ୭୬୦୦ କୋଟି ଟଙ୍କା ଦେବାକୁ ରାଜି ଅଛି । କରୋନା ମହାମାରୀ ସମୟରେସେୟାରଚାଟର ଆକ୍ଟିଭ ୟୁଜର୍ସ ୧୬୬ ପ୍ରତିଶତ ବଢ଼ିଥିଲା ।…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ଆଜି ବିଧାନସଭାରେ ଉତ୍ତର ରଖି ଏକଥା କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିଥିବା ଏବଂ ସରକାର ନିରବଦ୍ରଷ୍ଟା ସାଜିଥିବା…

ଲ୍ୟାଣ୍ଡ ଆଟାକ୍ ଭର୍ସନ ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ…