ଭୁବନେଶ୍ୱରରେ ୪୦ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…
BREAKING NEWS