Latest Odisha News

BREAKING NEWS

Yearly Archives

2020

ଆଗାମୀ ଆର୍ଥିକ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମହାମାରୀର ପ୍ରଭାବରୁ ଦେଶକୁ ଉଦ୍ଧାର କରିବା ପାଇଁ ତାଙ୍କର ଅର୍ଥନୈତିକ ଯୋଜନା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜା, ନିଯୁକ୍ତି ସୃଷ୍ଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ଉପରେ ବାଇଡେନ୍‌ ଅଧିକ ଗୁରୁତ୍ୱ ଦେବେ।…

ପିଲାବେଳେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ୱାଶିଂଟନ୍: ଇଣ୍ଡୋନେସିଆରେ ରହୁଥିବା ବେଳେ ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣୁଥିଲେ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତେଣୁ ତାଙ୍କ ମନ ଭିତରରେ ଭାରତ ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 'ଏ ପ୍ରୋମିଜଡ୍…

ଦିଲ୍ଲୀକୁ ଫେରିବ ଲକଡାଉନ୍ ! କଟକଣା ଲାଗୁ ପାଇଁ କେନ୍ଦ୍ରକୁ କେଜ୍ରିଓ୍ୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ…

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ ।…

ଆମେରିକା ନିର୍ବାଚନ: ପେନସିଲଭାନିଆର ଫଳାଫଳ ଉପରେ ଆଜି ଫେଡେରାଲ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଠକେଇ ଅଭିଯୋଗ କରୁଥିବା ଟ୍ରମ୍ପ ସମର୍ଥକମାନେ ପେନସିଲଭାନିଆ ସହ ଜଡିତ ଏକ ମାମଲାରେ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି। ଆଜି ଅନ୍ୟ ଏକ ମାମଲାରେ ଶୁଣାଣି ଚାଲିଛି। ଟ୍ରମ୍ପ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ ଲକ୍ଷ ଲକ୍ଷ ଡାକ ବାଲାଟକୁ ଭୁଲ…

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମାଆ ଦୁର୍ଗାଙ୍କ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ମାଆ ଦୁର୍ଗାଙ୍କ କ୍ଷୁଦ୍ର ମୂର୍ତ୍ତି। ଏଭଳି ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଯିଏକି ଦଶହରା ସମୟରେ ସବୁଠୁ ଛୋଟ ମୂର୍ତ୍ତି ନିର୍ମାଣ କରି ଏଥିରେ ରଙ୍ଗ ଦେଇଥିଲେ।…

ଖୁବ୍‌ ଶୀଘ୍ର ଭାରତକୁ ଫେରିବ ପବ୍‌ଜି; ସୋସିଆଲ୍‌ ମିଡିଆରେ ଟିଜର୍‌ ରିଲିଜ୍‌ କଲା କମ୍ପାନୀ

ନୂଆଦିଲ୍ଲୀ: ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରୁଥିବା ପବ୍‌ଜି ଖୁବ୍‌ ଶୀଘ୍ର ଭାରତକୁ ଫେରିବାକୁ ଯାଉଛି। ପୂର୍ବରୁ ଏହି ଖେଳ ଭାରତକୁ ଫେରିବା ପାଇଁ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ କମ୍ପାନୀ ଏହା ବିଷୟରେ ଏକ ଟିଜର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଜାରି କରିଛି। ଭାରତ…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…

ସ୍ବାଭିମାନ ଅଞ୍ଚଳରେ ଆଉ ୩ଟି ମୋବାଇଲ ଟାୱାର ଲାଗି ଯୋଜନା: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯିବା ସହ…