Latest Odisha News
Yearly Archives

2020

ଭୁବନେଶ୍ୱରରୁ ୫୦ରୁ କମ୍ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ସବୁଠୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ୪୮ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୩୦ ହଜାର ୨୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ବିଲୁପ୍ତ ପ୍ରଜାତିର ପ୍ରାଣୀକୁ ବଂଚାଇବା ପାଇଁ ୨୦ ଲକ୍ଷ ଟଙ୍କାର ଲାଂଚ ନେଲେନି ବନ୍ୟ ବିଭାଗ କର୍ମଚାରୀ

ଗୌହାଟୀ: ଏବେ ବି ଭଲ ମଣିଷ ଦୁନିଆରେ ଅଛନ୍ତି । ତାହା ପୁନର୍ବାର ପ୍ରମାଣିତ ହୋଇଛି ଆସାମରେ । ଏଠାରେ ବିଲପ୍ତ ପ୍ରଜାତି ଟୋକେ ଗେକୋ (ଝିଟିପିଟି ଶ୍ରେଣୀର)କୁ ଶିକାରୀ ମାନେ ଧରି ନେଇ ଯାଉଥିଲେ । ଏହା ଦେଖି ବନ୍ୟ ବିଭାଗ କର୍ମଚାରୀ ଜୟନ୍ତ କେ ଦାସ ସେମାନଙ୍କ ସହ ମୁକାବିଲା କରିଥିଲେ । ଟୋକେ…

ଓଟିଟି ପ୍ଲାଟଫର୍ମରେ ପାଦ ଥାପିବେ ଅମୀର, ସାଇନ୍ସ ଫିକ୍ସନ ଫିଲ୍ମ କରିବେ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ଅନ୍ୟମାନଙ୍କ ପରି ଶେଷରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ସାଇନ୍ସ ଫିକ୍ସନ ୱେବ ସିରିଜ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ହୀରୋ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରଣବୀର କାପୁର ଓ…

ପିଏଲ୍ଆଇ ଯୋଜନା ଭାରତକୁ ଏକ ବିଶ୍ୱ ଉତ୍ପାଦନ ହବ୍‌‌ରେ ପରିଣତ କରିପାରେ

ନୂଆଦିଲ୍ଲୀ: ଶିଳ୍ପ ସଂସ୍ଥା ଆସୋଚାମ୍‌ ଅନୁଯାୟୀ, ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିପାରିବ। ଆସୋଚାମର ରିପୋର୍ଟ ଅନୁଯାୟୀ ସରକାରଙ୍କ ଏହି ଯୋଜନା ଯଥେଷ୍ଟ ପ୍ରଭାବଶାଳୀ। ଯଦି ଏହା ଧୀରେ ଧୀରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୁଏ,…

[ଭିଡିଓ] ଘର ପୋଡିଲେ, ମହିଳାଙ୍କୁ ଘୋଷାଡି ମାରିଲେ !

ଖୋର୍ଦ୍ଧା: ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ କଡବା ଗାଁରେ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କ ଘର ପୋଡିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଛି ।…

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ…

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି। ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। https://twitter.com/BCCI/status/1328571370326908928?s=19…

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।…

ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ ପଠାଇଲେ ସରକାର

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନିତ ଭାରତୀ ଶିବାଜୀ ଏବଂ ପଣ୍ଡିତ ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ସରକାର ଏକ ନୋଟିସ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଦିନ କଳାକାରମାନେ କହିଛନ୍ତି ଯେ ସେମାନେ ସରକାରଙ୍କ ଏହି ନୋଟିସକୁ…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଏହି ବିସ୍ଫୋରକ କ୍ରିକେଟର୍ !

ଭୁବନେଶ୍ୱର: ବିସ୍ପୋରକ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ ପୁରନ୍ । ନିକଟରେ ଏହି କ୍ରିକେଟର ଆଇପିଏଲରେ ଧୁଆଁଧାର ବ୍ୟାଟିଂ ଜରିଆରେ ବୋଲରଙ୍କ ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଏହି କ୍ରିକେଟର ଜଣକ ନିଜ ପ୍ରେମିକା ଆଗରେ ମୁଣ୍ଡ ମୁଆଁଛନ୍ତି । ଦୀର୍ଘ ବର୍ଷର ପ୍ରେମିକା କ୍ୟାଥରିନା…