ଗଳ୍ପ: ବିଶ୍ୱାସର ଯାଦୁ
ଶ୍ରୁତକୀର୍ତ୍ତି ତ୍ରିପାଠୀ
ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି…