Latest Odisha News

BREAKING NEWS

Yearly Archives

2020

ଡାକ୍ତର ହେବାକୁ ଉତ୍ସାହିତ ଅଭିନେତା ଆୟୁଷ୍ମାନ

ନୂଆଦିଲ୍ଲୀ: ନିଖୁଣ ଅଭିନୟ ପାଇଁ ଚଳଚ୍ଚିତ୍ର ଜଗତରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଭିନ୍ନ ଲୋକପ୍ରିୟତା ରହିଛି। ପ୍ରତିଟି ଗମ୍ଭୀର ଚରିତ୍ର ହେଉ ଅବା କମେଡି ସବୁଥିରେ ସେ ନିଜକୁ ଚମତ୍କାର ଭାବେ ଢଳେଇ ପାରନ୍ତି। ତେବେ ଖୁବ୍ ଶୀଘ୍ର ସେ ଜଣେ ଡାକ୍ତର ଭୂମିକାରେ ବଡ଼ ପରଦାରେ ନଜର ଆସିବାକୁ…

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…

ଜାଡ଼ ଭାଙ୍ଗି ଦେଉଛି ହାଡ଼: ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ଶୀତ ଲହରି

ଭୁବନେଶ୍ୱର: ଶୀତ ଚାଦର ଭିତରେ ଥରୁଛି ଓଡ଼ିଶା । ପାରଦ ଖସୁଛି । ବଢୁଛି ଥଣ୍ଡା । ରାଜ୍ୟରେ ପ୍ରବଳ ଶୀତ ଲହରି । ଫୁଲବାଣୀରେ ୪ଡିଗ୍ରୀକୁ ଖସିଛି ସର୍ବନିମ୍ନ ତାପମାତ୍ରା । ଅନୁଗୁଳରେ ତୀବ୍ର ଶୀତ ଲହରି । ଏନେଇ ପାଣିପାi ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳ ସମେତ ଛଅଟି ଜିଲ୍ଲା…

ଇନ୍ଦୋରରେ ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ‘ୱେଷ୍ଟ ଟୁ ଏର୍ନଜୀ’ପ୍ଲାଣ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି) ୱେଷ୍ଟ ଟୁ ଏର୍ନଜୀ ପ୍ଲାଣ୍ଟ ଦେଶର ନିର୍ମଳ ସହର କୁହାଯାଉଥିବା ଇନ୍ଦୋରର ଟ୍ରାଞ୍ଚିଂ ଗ୍ରାଉଣ୍ଡରେ ନିର୍ମାଣ ହେବ। ୧୦୭ କୋଟି ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ଟ୍ରାଞ୍ଚିଂ ଗ୍ରାଉଣ୍ଡକୁ ଆସୁଥିବା ଏପରି ବର୍ଜ୍ୟବସ୍ତୁ,…

ଲାଲବାହିନୀ ଧମକରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଧମକ । ନାଲି ଆଖି ଦେଖାଇଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ରଖେଇ ଦେଲେନି । ଜୀବନ ବଞ୍ଚାଇବାକୁ ବାଧ୍ୟ ହୋଇ ପୁରୁଷ ପୁରୁଷର ଭିଟାମାଟି ଛାଡ଼ିଛନ୍ତି ଗୋଟିଏ ପରିବାର । ଯନ୍ତ୍ରୀ ପଞ୍ଚାୟତ ସନ୍ୟାସୀଗୁଡ଼ା ଗାଁର ମନୁ ଗୋଲରୀ…

ବଦଳିଲା ‘ବାବା କା ଢାବା’ର ଭାଗ୍ୟ; ରେସ୍ତୋରାଁର ମାଲିକ ହେଲେ କାନ୍ତ ପ୍ରସାଦ

ନୂଆଦିଲ୍ଲୀ: ଦିଲ୍ଲୀର ବର୍ତ୍ତମାନର ପ୍ରସିଦ୍ଧ 'ବାବା କା ଢାବା' ପରିଚାଳନା କରୁଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦ ସୋମବାର ମାଲଭିଆ ନଗରରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଦୁଇମାସ ପୂର୍ବେ, ୟୁଟ୍ୟୁବର୍ ଗୌରବ ୱାସାନ୍ ପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଛୋଟ ଭୋଜନାଳୟରେ ଖାଦ୍ୟ ବିକ୍ରୟ…

ବାଣପୁର ସ୍ଥିତ ଦକ୍ଷପ୍ରଜାପତି ମନ୍ଦିରରୁ ୨୧ଟି ମୂର୍ତ୍ତି ଚୋରି

ବାଲୁଗାଁ: ବାଣପୁର ଦକ୍ଷପ୍ରଜାପତି ମନ୍ଦିରରୁ ୨୧ଟି ଦୁର୍ଲଭ ମୂର୍ତ୍ତି ଚୋରି ହୋଇଛି । ଅଷ୍ଟଧାତୁର ମୂର୍ତ୍ତିକୁ ବି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗି ଗର୍ଭଗୃହରୁ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି କରିଥିବା…

ରାଉରକେଲାରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ସହକାରୀ ବାଣିଜ୍ୟ କର ଓ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ନାଁ ଅଲେଖ ମହାନନ୍ଦ । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଅଲେଖ…

ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜିଅନ୍ ଅଫ୍ ମେରିଟ୍’

ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଲିଜିଅନ୍ ଅଫ୍ ମେରିଟ୍' ସମ୍ମାନ ପ୍ରଦାନ କରିଛନ୍ତି। ଯାହା ଭାରତ ଏବଂ ଭାରତର ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବାରେ ମ‌ୋଦୀଙ୍କ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ। ଆମେରିକାର ଜାତୀୟ ସୁରକ୍ଷା…