Latest Odisha News

BREAKING NEWS

Yearly Archives

2020

କବିତା: ଧନୁରେ ଧନ୍ୟ ଉତ୍କଳ ଧାମ

✍ ସନ୍ତୋଷ ପଟ୍ଟନାୟକ ଶୀତ ସକାଳର କାକର ଟୋପାରେ ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ ହୃଦ କନ୍ଦରରୁ କିରଣ ବୁଣି.... ଧର୍ମ ଦେବତାଙ୍କ ଧରମ କାମରେ ଝଲିସି ଉଠିଲେ ଧରଣୀ ରାଣୀ ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ ବଢଇ ପାଇଲେ ପୁରୁଷ ମଣି.... ଉତ୍କଳୀ ପରଖି…

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲକୁ ୨୦ ହଜାର ଟଙ୍କା ଫାଇନ କଲା ବିଏମସି

ଭୁବନେଶ୍ବର: କୋଭିଡ ଗାଇଡ ଲାଇନ ଅବମାନନା ଅଭିଯୋଗରେ ରାଜଧାନୀର ହୋଟେଲ ପ୍ରିୟାକୁ ଜୋରିମାନା କରାଯାଇଛି । ବିଏମସି ପକ୍ଷରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣର ଭୟ ଥିଲେ ସୁଦ୍ଧା ହୋଟେଲରେ କୋଭିଡ ଆବଶ୍ୟକତାଠାରୁ ଅଧିକ ଗ୍ରାହକ ବସି ଖାଉଥିବା ବେଳେ ସାମାଜିକ…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ଅଲିମ୍ପିକ ମଶାଲ ଶୋଭାଯାତ୍ରା ୨୫ ମାର୍ଚ୍ଚରୁ

ଟୋକିଓ: କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ୨୩ ଜୁଲାଇ ୨୦୨୧ରୁ ଆରମ୍ଭ ହେବ । ମଙ୍ଗଳବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ୨୫ ମାର୍ଚ୍ଚରୁ ଫୁକୁସିମାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ । ଜାପାନର ଏହି ସହର ୧୦ ବର୍ଷ ତଳେ ଭୂମିକମ୍ପ ଓ ସୁନାମି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା । ଏ ସବୁ…

[ଭିଡ଼ିଓ] ସୋସିଆଲ ମିଡିଆରେ ପରିହାସର ବିଷୟ ପାଲଟିଛି ବର୍ଷା-ଅନୁଭବଙ୍କ ସମ୍ପର୍କ

ଭୁବନେଶ୍ୱର: ଏକ ସମ୍ପର୍କକୁ ସମାପ୍ତ କରିବା ସର୍ବଦା କଠିନ ହୋଇଥାଏ କିନ୍ତୁ ବେଳେବେଳେ ଏହା ଅତି ବିଭତ୍ସ ରୂପ ନେଇଥାଏ । ଆମେ କହୁଛୁ ଗୋଟିଏ ସମୟରେ ଓଲିଉଡର ହିଟ ଯୋଡି ଥିବା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ କଥା। ଗୋଟିଏ ସମୟରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତି ଥିବା…

ଭୁବନେଶ୍ବରରେ ହେବନି ଜିରୋ ନାଇଟ୍ ସେଲିବ୍ରେସନ୍

ଭୁବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଲେଣି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ନୂଆ ନୂଆ ପ୍ଲାନ କରୁଛନ୍ତି ଲୋକେ । ହେଲେ ଏଥର କରୋନା କଟକଣା ଯୋଗୁ ଭୁବନେଶ୍ବରରେ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ…

ସୋଆ ଏସ୍‌ଏଚ୍‌ଏମ୍‌ର ୧୧ ଦିନିଆ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ । କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର । ତୁମର ଲକ୍ଷ୍ୟ,…

ଡିସେମ୍ବର ୨୭ରୁ ଖୋଲିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଖୋଲିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିପାରିବେ । ନୂଆବର୍ଷ ଓ ତା ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ମନ୍ଦିର ଦର୍ଶନ ବନ୍ଦ ରହିବ । ୩, ୪ ଓ ୫ ତାରିଖରେ ଭୁବନେଶ୍ବର…

କଙ୍ଗନା ରାନାୱତଙ୍କ ବିବାଦୀୟ ପ୍ରେମ କାହାଣୀ, ଆଦିତ୍ୟରୁ ହ୍ରିତିକ

ମୁମ୍ବାଇ: ବଲିଉଡ କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ଆରମ୍ଭରୁ ତାଙ୍କ ବିବାଦୀୟ ପ୍ରେମ କାହାଣୀ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବତନ ବୟଫ୍ରେଣ୍ଡ ହ୍ରିତିକ ରୋଶନ ଏବଂ ତାଙ୍କ ପ୍ରେମ କାହାଣୀ ବିବାଦୀୟ ହେବା ପରେ ଏବେ ଏହା ମୁମ୍ବାଇ କ୍ରାଇମ ବ୍ରାଂଚକୁ ହସ୍ତାନ୍ତର ହୋଇଛି ।…

ନୟାଗଡରୁ ନିଖୋଜ ତିନି ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଲା

ନୟାଗଡ଼: ଗତ ଚାରି ଦିନ ହେଲା ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ଗାଁ ପୋଖରୀରୁ ମିଳିଛି ।ଏହାକୁ ନେଇ ସ୍ୱାତୀଙ୍କ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ସୂଚନାଥାଉ କି, ଗତ ଶୁକ୍ରବାର ଦିନ ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇ…